ତୁମକୁ ଭେଟିବା ପରେ -007 (Tumaku Bhetiba Pare -07 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -007 (Tumaku Bhetiba Pare -07 / Odia Poem)

Rating: 5.0

ବିତିଗଲା ତୁମ ରୂପ, ରଙ୍ଗ ହୀନ

ବସନ୍ତ ଅନେକ,

ତୁମ ବିନା ଆଜିଯାଏ

ଜଳୁଥିବା ଏ ଅନ୍ତର

ଜୂଇ ନିଆଁ ଧାସେ,

ଜଳିଗଲା ସବୁତକ

ମିଠା ମିଠା ସ୍ମୃତିର ସନ୍ତକ ।।


ବଗିଚା ରେ ଫୁଟୁଥିଲା ଫୁଲ

ବିନା ଖୁସୀ,

ବିନା ତୃପ୍ତି,

ବିନା ମହକରେ ।।


ସବୁଆଡ଼େ ଏବେ କିନ୍ତୁ

ରୂପ ର ଫୁଆରା,

ରଙ୍ଗ ର ପସରା ଆଉ

ମହ ମହ ବାସ୍ନା ର ଅଦୌତି

କାଲି ସେଇ ଥରୁଟିଏ

ତମ ସହ ଭେଟ ହେଲା ପରେ ।।

Saturday, September 10, 2016
Topic(s) of this poem: friend,loneliness,love and friendship,love and life,meeting
COMMENTS OF THE POEM
Rajendra Rout 18 November 2017

ସବୁଆଡ଼େ ଏବେ କିନ୍ତୁ ରୂପ ର ଫୁଆରା, ରଙ୍ଗ ର ପସରା ଆଉ ମହ ମହ ବାସ୍ନା ର ଅଦୌତି କାଲି ସେଇ ଥରୁଟିଏ ତମ ସହ ଭେଟ ହେଲା ପରେ ।। I enjoy this line. Great poem sharing.....10++++++

0 0 Reply
Suratha Kumar Rout 05 November 2017

ବଗିଚା ରେ ଫୁଟୁଥିଲା ଫୁଲ ବିନା ଖୁସୀ, ବିନା ତୃପ୍ତି, ବିନା ମହକରେ ।। Sadness well expressed. 10++++

0 0 Reply
Anita Aparajita Das 10 September 2017

ବିତିଗଲା ତୁମ ରୂପ, ରଙ୍ଗ ହୀନ ବସନ୍ତ ଅନେକ, ତୁମ ବିନା ଆଜିଯାଏ ଜଳୁଥିବା ଏ ଅନ୍ତର ଜୂଇ ନିଆଁ ଧାସେ, ଜଳିଗଲା ସବୁତକ ମିଠା ମିଠା ସ୍ମୃତିର ସନ୍ତକ ।। Great love poem dear. Thanks Subhas for this sharing. 10++

1 0 Reply
Seema Sharma Rimi 12 September 2016

ସବୁଆଡ଼େ ଏବେ କିନ୍ତୁ ରୂପ ର ଫୁଆରା, ରଙ୍ଗ ର ପସରା ଆଉ ମହ ମହ ବାସ୍ନା ର ଅଦୌତି କାଲି ସେଇ ଥରୁଟିଏ ତମ ସହ ଭେଟ ହେଲା ପରେ ।।

7 0 Reply
Anita Aparajita Das 11 September 2016

ସବୁଆଡ଼େ ଏବେ କିନ୍ତୁ ରୂପ ର ଫୁଆରା, ରଙ୍ଗ ର ପସରା ଆଉ ମହ ମହ ବାସ୍ନା ର ଅଦୌତି କାଲି ସେଇ ଥରୁଟିଏ ତମ ସହ ଭେଟ ହେଲା ପରେ ।। It's a beautiful piece of poetry. Nice work Subhas.10+++ For the sharing.

6 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success