ପାନ୍ଥଶାଳା-009 (Pantha Shala-09/Odia Poem) Poem by Subhas Chandra Chakra

ପାନ୍ଥଶାଳା-009 (Pantha Shala-09/Odia Poem)

Rating: 5.0

ତୁମ ଦେହ ପଦ୍ମ

ପାଖୁଡା ପାଖୁଡା

ରଂଗ ରେ ମୋ ଛୁଆଁ ତାତି,


ତୁମରି ଗୋଲାପୀ

ଓଠ ରେ ଓଠ ରେ

ମୋ ଛାତି ତଳ ରଗୀତି ।।



ତୁମରି ଅଳସ

ଆଖି ର ତରଂଗେ

ଭରୁଥିଲା ଯା ପିଆଲା-


ଭିଜୁଥିଲା ସାରା

ଆକାଶ, ଜହ୍ନ ରେ-

ଆଜି ଶୂନ୍ୟ ପାନ୍ଥଶାଳା ।।

ପାନ୍ଥଶାଳା-009 (Pantha Shala-09/Odia Poem)
Monday, September 25, 2017
Topic(s) of this poem: desert,desire,loneliness,lonely,love,love and art,love and dreams,love and friendship,love and life,old memory
COMMENTS OF THE POEM
Soumya Ranjan Rout 25 September 2017

ତୁମ ଦେହ ପଦ୍ମ ପାଖୁଡା ପାଖୁଡା ରଂଗ ରେ ମୋ ଛୁଆଁ ତାତି, ତୁମରି ଗୋଲାପୀ ଓଠ ରେ ଓଠ ରେ ମୋ ଛାତି ତଳ ରଗୀତି ।। ତୁମରି ଅଳସ ଆଖି ର ତରଂଗେ ଭରୁଥିଲା ଯା ପିଆଲା- ଭିଜୁଥିଲା ସାରା ଆକାଶ, ଜହ୍ନ ରେ- sir this poem need to be the poem of the day.Thank you sir10++++++++

8 0 Reply
Alina Kaikeyi 26 September 2017

ତୁମରି ଅଳସ ଆଖି ର ତରଂଗେ ଭରୁଥିଲା ଯା ପିଆଲା- ଭିଜୁଥିଲା ସାରା ଆକାଶ, ଜହ୍ନ ରେ- ଆଜି ଶୂନ୍ୟ ପାନ୍ଥଶାଳା ।। Wow, what a beauty in this poem! ! 10+++++

8 0 Reply
Seema Sharma Rimi 27 September 2017

ତୁମ ଦେହ ପଦ୍ମ ପାଖୁଡା ପାଖୁଡା ରଂଗ ରେ ମୋ ଛୁଆଁ ତାତି, ତୁମରି ଗୋଲାପୀ ଓଠ ରେ ଓଠ ରେ ମୋ ଛାତି ତଳ ରଗୀତି ।। Lovely lyrics sir, thanks for sharing it. 10+++

6 0 Reply
Rajendra Rout 29 November 2017

ତୁମ ଦେହ ପଦ୍ମ ପାଖୁଡା ପାଖୁଡା ରଂଗ ରେ ମୋ ଛୁଆଁ ତାତି, ତୁମରି ଗୋଲାପୀ ଓଠ ରେ ଓଠ ରେ ମୋ ଛାତି ତଳ ର ଗୀତି । Beautiful poem shared. 10++

1 0 Reply
D Priyanka Singh 30 September 2017

ତୁମ ଦେହ ପଦ୍ମ ପାଖୁଡା ପାଖୁଡା ରଂଗ ରେ ମୋ ଛୁଆଁ ତାତି, ତୁମରି ଗୋଲାପୀ ଓଠ ରେ ଓଠ ରେ ମୋ ଛାତି ତଳ ରଗୀତି ।। Beautiful poem shared. 10+++

2 0 Reply
Anita Aparajita Das 28 September 2017

ତୁମରି ଗୋଲାପୀ ଓଠ ରେ ଓଠ ରେ ମୋ ଛାତି ତଳ ରଗୀତି ।। Great poem Subhas. thanks for sharing it. 10+++

2 0 Reply
Sabita Sahoo 27 September 2017

ତୁମ ଦେହ ପଦ୍ମ ପାଖୁଡା ପାଖୁଡା ରଂଗ ରେ ମୋ ଛୁଆଁ ତାତି, ତୁମରି ଗୋଲାପୀ ଓଠ ରେ ଓଠ ରେ ମୋ ଛାତି ତଳ ରଗୀତି ।। Beautifully penned lyric..love it. Thanks. 10++++

3 0 Reply
Sanjukta Sahoo 27 September 2017

ତୁମରି ଅଳସ ଆଖି ର ତରଂଗେ ଭରୁଥିଲା ଯା ପିଆଲା- ଭିଜୁଥିଲା ସାରା ଆକାଶ, ଜହ୍ନ ରେ- ଆଜି ଶୂନ୍ୟ ପାନ୍ଥଶାଳା ।। Remembering great old days with the beloved, so nicely spent. Thanks. 10++++

5 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success