ମୁଁ ତୋତେ ହିଁ ଖୋଦୁଛି,
ତୋତେ।
ତୁ ଥାଉ-
ବୈଶାଖ ରେ ପଥିକ ଓଠ ରେ,
ଶ୍ରାବଣ ରେ ବିରହୀ ଆଖି ରେ,
ଅଶିଣ ରେ ବାଦଲ ଉହାଡେ,
ଫଗୁଣ ରେ କୃଷ୍ମଚୁଡା କଢେ,
ଆଉ
ବେଳ ଅବେଳ ରେ
ମୋ ଆଖି ର ବହଳ ନିଦ ରେ ।।
ତୁ ଥାଉ- ବୈଶାଖ ରେ ପଥିକ ଓଠ ରେ, ଶ୍ରାବଣ ରେ ବିରହୀ ଆଖି ରେ, ଅଶିଣ ରେ ବାଦଲ ଉହାଡେ, ଫଗୁଣ ରେ କୃଷ୍ମଚୁଡା କଢେ, Lovely poem shared. Thanks. Eva 10++++++
ତୁ ଥାଉ- ବୈଶାଖ ରେ ପଥିକ ଓଠ ରେ, ଶ୍ରାବଣ ରେ ବିରହୀ ଆଖି ରେ, ଅଶିଣ ରେ ବାଦଲ ଉହାଡେ, ଫଗୁଣ ରେ କୃଷ୍ମଚୁଡା କଢେ, Lovely poem shared. Thanks. Eva
ଆଉ ବେଳ ଅବେଳ ରେ ମୋ ଆଖି ର ବହଳ ନିଦ ରେ ।। A lovely poem with so nice narration of longing. 10++++
ଆଉ ବେଳ ଅବେଳ ରେ ମୋ ଆଖି ର ବହଳ ନିଦ ରେ ।। Lovely and poem Subhas.10
This poem has not been translated into any other language yet.
I would like to translate this poem
Inking of desire has been done so marvellously.In fact all your poems are beautiful.I hope to see your new posts.