ପାନ୍ଥଶାଳା-010 (Pantha Shala-10/Odia Poem) Poem by Subhas Chandra Chakra

ପାନ୍ଥଶାଳା-010 (Pantha Shala-10/Odia Poem)

Rating: 5.0

ନୀଳ ଅକ୍ଷର ର

ସବୁଜ ସଂକେତ

ତୁମ ଅନ୍ତର ର କଥା,


ମୋ ଛାତି କାଗଜେ

ଲେଖି ଦେଇଥିଲ

ଆମ ପ୍ରଣୟ ର ଗାଥା ।।



ଆଖି ରେ ଆଖିରେ

କହୁଥିଲ କଥା

ଅନ୍ତର ଗୋପନ ବାର୍ତ୍ତା-

ଆଜି ତୁମ ବିନା

ପାନ୍ଥଶାଳା ଭରା

ମଶାଣି ର ନୀରବତା ।।

ପାନ୍ଥଶାଳା-010 (Pantha Shala-10/Odia Poem)
Monday, September 25, 2017
Topic(s) of this poem: desert,desire,loneliness,lonely,love,love and art,love and dreams,love and friendship,love and life,memoirs
COMMENTS OF THE POEM
Alina Kaikeyi 26 September 2017

ଆଖି ରେ ଆଖିରେ କହୁଥିଲ କଥା ଅନ୍ତର ଗୋପନ ବାର୍ତ୍ତା- ଆଜି ତୁମ ବିନା ପାନ୍ଥଶାଳା ଭରା ମଶାଣି ର ନୀରବତା ।। Beautiful poem, thanks. 10+++++

5 0 Reply
Seema Sharma Rimi 27 September 2017

ନୀଳ ଅକ୍ଷର ର ସବୁଜ ସଂକେତ ତୁମ ଅନ୍ତର ର କଥା, ମୋ ଛାତି କାଗଜେ ଲେଖି ଦେଇଥିଲ ଆମ ପ୍ରଣୟ ର ଗାଥା ।। Beautiful poem sir, thanks for the sharing. 10+++

5 0 Reply
Rajendra Rout 29 November 2017

ଆଖି ରେ ଆଖିରେ କହୁଥିଲ କଥା ଅନ୍ତର ଗୋପନ ବାର୍ତ୍ତା- ଆଜି ତୁମ ବିନା ପାନ୍ଥଶାଳା ଭରା ମଶାଣି ର ନୀରବତା ।। Beautiful poem, thanks. 10+++

0 0 Reply
D Priyanka Singh 02 October 2017

ଆଖି ରେ ଆଖିରେ କହୁଥିଲ କଥା ଅନ୍ତର ଗୋପନ ବାର୍ତ୍ତା- ଆଜି ତୁମ ବିନା ପାନ୍ଥଶାଳା ଭରା ମଶାଣି ର ନୀରବତା ।। Nice poem. 10+++

1 0 Reply
Anita Aparajita Das 28 September 2017

ଆଖି ରେ ଆଖିରେ କହୁଥିଲ କଥା ଅନ୍ତର ଗୋପନ ବାର୍ତ୍ତା- ଆଜି ତୁମ ବିନା ପାନ୍ଥଶାଳା ଭରା ମଶାଣି ର ନୀରବତା ।। Great poem. Thanks for it. 10++++

3 0 Reply
Sabita Sahoo 27 September 2017

ମୋ ଛାତି କାଗଜେ ଲେଖି ଦେଇଥିଲ ଆମ ପ୍ରଣୟ ର ଗାଥା ।। Letters of recognition of love written on the paper of heart. Nicely penned. 10+++

3 0 Reply
Sanjukta Sahoo 27 September 2017

ଆଖି ରେ ଆଖିରେ କହୁଥିଲ କଥା ଅନ୍ତର ଗୋପନ ବାର୍ତ୍ତା- ଆଜି ତୁମ ବିନା ପାନ୍ଥଶାଳା ଭରା ମଶାଣି ର ନୀରବତା ।। Memory of those bygone days makes you cry with so much pain. Thanks for sharing this lovely lyrical poem. 10+++++

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success