ଆଜି ଭାରି ଉଦାସ ଲାଗୁଛି,
ସକାଳ ର ଆଖି ପତା
ଖୋଲିବା ଵେଳଠୁ
ତମ କଥା
ବାର ବାର ମନରେ ଆସୁଛି,
ଲାଗୁଛି ଯେମିତି ଆଉ
ଦେଖା ହେବ ନାହିଁ ।।
ତମେ ବୋଧେ
ଆଜି ଟିକେ ବିଷର୍ଣ ରହିଛ...
ସବୁବେଳେ ଖୁସି ଖୁସି ଥିବା ତମ
ମୁହଁର ଆକାଶେ
ମେଘ ଢଙ୍କା କାଳିମା ବୋଳିଛ...
କାହା ସହ ଜମା ବେଶୀ
କଥା ହେଉନାହିଁ,
ଆଗ ପରି ଚଳଦଳ,
ଚପଳ, ଚଞ୍ଚଳ
ସେମିତିକା ଆଜି ଜମା ନାହଁ ।।
ଇଏ ବୋଧେ
ଅନାଗତ ଦୂରତାର
ଆଗୁଆ ସଙ୍କେତ....
କିଛିଦିନ ପାଇଁ ଆମେ
ଦୂରେ ଦୂରେ ପୁଣିଥରେ
ବଞ୍ଚିବାକୁ ଚେଷ୍ଟା କରିବାର
ଆଖି ଆଉ ଓଠ ର ପହଞ୍ଚ-
ସୀମା ଆର ପାରେ
କିଛି କାଳ ଆଉ ଥରେ
ବଞ୍ଚିବାକୁ ହେବ...
ଏ ତାହାର ସବୁଜ ସଙ୍କେତ ।।।
ଇଏ ବୋଧେ ଅନାଗତ ଦୂରତାର ଆଗୁଆ ସଙ୍କେତ.... କିଛିଦିନ ପାଇଁ ଆମେ ଦୂରେ ଦୂରେ ପୁଣିଥରେ ବଞ୍ଚିବାକୁ ଚେଷ୍ଟା କରିବାର ଆଖି ଆଉ ଓଠ ର ପହଞ୍ଚ- ସୀମା ଆର ପାରେ କିଛି କାଳ ଆଉ ଥରେ ବଞ୍ଚିବାକୁ ହେବ... ଏ ତାହାର ସବୁଜ ସଙ୍କେତ ।।। I enjoy this poem.thanku very much sir for shairing this lovely poem...10+++++
କିଛିଦିନ ପାଇଁ ଆମେ ଦୂରେ ଦୂରେ ପୁଣିଥରେ ବଞ୍ଚିବାକୁ ଚେଷ୍ଟା କରିବାର ଆଖି ଆଉ ଓଠ ର ପହଞ୍ଚ- ସୀମା ଆର ପାରେ କିଛି କାଳ ଆଉ ଥରେ ବଞ୍ଚିବାକୁ ହେବ... Nice lyrics.10.
ଇଏ ବୋଧେ ଅନାଗତ ଦୂରତାର ଆଗୁଆ ସଙ୍କେତ.... ଆଖି ଆଉ ଓଠ ର ପହଞ୍ଚ- ସୀମା ଆର ପାରେ କିଛି କାଳ ଆଉ ଥରେ ବଞ୍ଚିବାକୁ ହେବ... ଏ ତାହାର ସବୁଜ ସଙ୍କେତ ।।। Great poem dear poet.10 for it.
ଇଏ ବୋଧେ ଅନାଗତ ଦୂରତାର ଆଗୁଆ ସଙ୍କେତ.... କିଛିଦିନ ପାଇଁ ଆମେ ଦୂରେ ଦୂରେ ପୁଣିଥରେ ବଞ୍ଚିବାକୁ ଚେଷ୍ଟା କରିବାର ଆଖି ଆଉ ଓଠ ର ପହଞ୍ଚ- ସୀମା ଆର ପାରେ କିଛି କାଳ ଆଉ ଥରେ ବଞ୍ଚିବାକୁ ହେବ... ଏ ତାହାର ସବୁଜ ସଙ୍କେତ ।।। Beautiful poem, High quality lyrics.10 for the sharing.
ଇଏ ବୋଧେ ଅନାଗତ ଦୂରତାର ଆଗୁଆ ସଙ୍କେତ.... କିଛିଦିନ ପାଇଁ ଆମେ ଦୂରେ ଦୂରେ ପୁଣିଥରେ ବଞ୍ଚିବାକୁ ଚେଷ୍ଟା କରିବାର ସୁନ୍ଦର କବିତା, ବହୁତ ଭଲ ଲାଗୁଛି। Thanks for the sharing of this nice poem.10 for it.
This poem has not been translated into any other language yet.
I would like to translate this poem
ଆଖି ଆଉ ଓଠ ର ପହଞ୍ଚ- ସୀମା ଆର ପାରେ କିଛି କାଳ ଆଉ ଥରେ ବଞ୍ଚିବାକୁ ହେବ... ଏ ତାହାର ସବୁଜ ସଙ୍କେତ ।।। Beautiful poem Subhas, your choice of words is artistic. Superb.10+++ for the sharing.