ସକାଳଠୁ
ତମ କଥା ନେଇ
ମୋ ଭିତରେ
ଥିଲା କେତେ ରାଗ-
ତମ ଶେଷ
କଥା କେଇ ପଦ
ଭରିଦେଲା
ତୁମ ପାଇଁ ତୀବ୍ର ଅନୁରାଗ ।।
ତମ ପାଇଁ
ଆଜି ସକାଳରେ
ତୋଳିଥିଲି ସଜ ଫୁଲଟିଏ,
ଶୁଖିଗଲା
ପ୍ରତୀକ୍ଷା ତାତିରେ
ଦେଲ ନାହିଁ ବୋଲି ତମେ
ଖାଲି ମୋତେ
'ମୁଁ ' ଥିବା ମୂହୁର୍ତ୍ତ ଗୋଟିଏ ।।
ଶୁଖିଗଲା ପ୍ରତୀକ୍ଷା ତାତିରେ ଦେଲ ନାହିଁ ବୋଲି ତମେ ଖାଲି ମୋତେ 'ମୁଁ ' ଥିବା ମୂହୁର୍ତ୍ତ ଗୋଟିଏ ।। Nice work. Thanks for sharing it.
ଶୁଖିଗଲା ପ୍ରତୀକ୍ଷା ତାତିରେ ଦେଲ ନାହିଁ ବୋଲି ତମେ ଖାଲି ମୋତେ 'ମୁଁ ' ଥିବା ମୂହୁର୍ତ୍ତ ଗୋଟିଏ ।। Beautiful poem. 10.
ସକାଳଠୁ ତମ କଥା ନେଇ ମୋ ଭିତରେ ଥିଲା କେତେ ରାଗ- ତମ ଶେଷ କଥା କେଇ ପଦ ଭରିଦେଲା ତୁମ ପାଇଁ ତୀବ୍ର ଅନୁରାଗ ।। you are a very great poet. Thanks for sharing this poem 10+++++++++
ଶୁଖିଗଲା ପ୍ରତୀକ୍ଷା ତାତିରେ ଦେଲ ନାହିଁ ବୋଲି ତମେ ଖାଲି ମୋତେ 'ମୁଁ ' ଥିବା ମୂହୁର୍ତ୍ତ ଗୋଟିଏ ।। Lovely poem and i enjoy this poem.thanku sir for sharing this lovely poem.....10++++++*****

ତମ କଥା ନେଇ ମୋ ଭିତରେ ଥିଲା କେତେ ରାଗ- ତମ ଶେଷ କଥା କେଇ ପଦ ଭରିଦେଲା ତୁମ ପାଇଁ ତୀବ୍ର ଅନୁରାଗ ।।sir it is a very nice poem10++++++++++++
This poem has not been translated into any other language yet.
I would like to translate this poem
ଶୁଖିଗଲା ପ୍ରତୀକ୍ଷା ତାତିରେ ଦେଲ ନାହିଁ ବୋଲି ତମେ ଖାଲି ମୋତେ 'ମୁଁ ' ଥିବା ମୂହୁର୍ତ୍ତ ଗୋଟିଏ ।। Thanks for the melody in the words.