ପାନ୍ଥଶାଳା-015 (Pantha Shala-15/Odia Poem) Poem by Subhas Chandra Chakra

ପାନ୍ଥଶାଳା-015 (Pantha Shala-15/Odia Poem)

Rating: 5.0

ହସ ର ଫଗୁଣ

ତୁମ ଓଠ ଧାରେ

ମୋ ପାଇଁ ଜୀବନ ଥିଲା-



ଘନ ଅମା ରାତି

କଳା କବରୀ ରେ

ମୋ ପ୍ରାଣ ଲଟକିଥିଲା,



ଆଖି ରେ ତୁମର

ଲୁହ ର ଶ୍ରାବଣ

ଅମା ରାତି ଆଣୁଥିଲା-



ତମେ ଚାଲିଗଲ

ପାଲଟି ଗଲି ମୁଁ

ବୈଶାଖ ର ପାନ୍ଥଶାଳା ।।

ପାନ୍ଥଶାଳା-015 (Pantha Shala-15/Odia Poem)
Monday, September 25, 2017
Topic(s) of this poem: desert,desire,loneliness,lonely,love,love and art,love and dreams,love and friendship,love and life,old memory
COMMENTS OF THE POEM
D Priyanka Singh 25 September 2017

ତମେ ଚାଲିଗଲ ପାଲଟି ଗଲି ମୁଁ ବୈଶାଖ ର ପାନ୍ଥଶାଳା ।। Ah, what a nice lyrical poem. 10+++

6 0 Reply
Soumya Ranjan Rout 25 September 2017

ହସ ର ଫଗୁଣ ତୁମ ଓଠ ଧାରେ ମୋ ପାଇଁ ଜୀବନ ଥିଲା- ଘନ ଅମା ରାତି କଳା କବରୀ ରେ ମୋ ପ୍ରାଣ ଲଟକିଥିଲା, ଆଖି ରେ ତୁମର ଲୁହ ର ଶ୍ରାବଣ ଅମା ରାତି ଆଣୁଥିଲା- ତମେ ଚାଲିଗଲ ପାଲଟି ଗଲି ମୁଁ ବୈଶାଖ ର ପାନ୍ଥଶାଳା ।। This poem is full of romantic lyrics and many own feeling. So the poem devolved to the poem of the day.Thank you sir10++++++++++++++++++++

6 0 Reply
Prativa Rani 26 November 2017

ତମେ ଚାଲିଗଲ ପାଲଟି ଗଲି ମୁଁ ବୈଶାଖ ର ପାନ୍ଥଶାଳା ।। This poem is full of romantic lyrics and many own feeling. So the poem devolved to the poem of the day.Thank you sir10++++++++

0 0 Reply
D Priyanka Singh 02 October 2017

ଆଖି ରେ ତୁମର ଲୁହ ର ଶ୍ରାବଣ ଅମା ରାତି ଆଣୁଥିଲା- ତମେ ଚାଲିଗଲ ପାଲଟି ଗଲି ମୁଁ ବୈଶାଖ ର ପାନ୍ଥଶାଳା ।। Nicely penned. 10+++++

0 0 Reply
Anita Aparajita Das 29 September 2017

ଆଖି ରେ ତୁମର ଲୁହ ର ଶ୍ରାବଣ ଅମା ରାତି ଆଣୁଥିଲା- ତମେ ଚାଲିଗଲ ପାଲଟି ଗଲି ମୁଁ ବୈଶାଖ ର ପାନ୍ଥଶାଳା ।। Nicely penned lyrics. 10+++

1 0 Reply
Sabita Sahoo 28 September 2017

ଆଖି ରେ ତୁମର ଲୁହ ର ଶ୍ରାବଣ ଅମା ରାତି ଆଣୁଥିଲା- ତମେ ଚାଲିଗଲ ପାଲଟି ଗଲି ମୁଁ ବୈଶାଖ ର ପାନ୍ଥଶାଳା ।। Beautiful poem shared, thanks. 10+++

3 0 Reply
Sanjukta Sahoo 28 September 2017

ତମେ ଚାଲିଗଲ ପାଲଟି ଗଲି ମୁଁ ବୈଶାଖ ର ପାନ୍ଥଶାଳା ।। Nicely penned lyrical poem. Thanks. 10+++++

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success