ପାନ୍ଥଶାଳା-016 (Pantha Shala-16/Odia Poem) Poem by Subhas Chandra Chakra

ପାନ୍ଥଶାଳା-016 (Pantha Shala-16/Odia Poem)

Rating: 5.0

ତୁମ କଳା ଆଖି,

ହସିଲା ଚାହାଣୀ

ଓଠ ର ଅନଙ୍ଗ ରଙ୍ଗ -



ତୁମ ବାହୁ ଡୋର

ଉଷୁମ ପରଶ,

ମିଠା ଛୁଆଁ ଅନ୍ତରଙ୍ଗ ।



ଝରା ବଉଳ ର

ସୁରଭିତ କେଶ

ଥିରି ଚାଲି, ମିଠା ଗଳା,


ସାରା ପାନ୍ଥଶାଳା

କାନ୍ଥରେ ଲେଖା

ପ୍ରଣୟ ର ବର୍ଣମାଳା

ପାନ୍ଥଶାଳା-016 (Pantha Shala-16/Odia Poem)
Monday, September 25, 2017
Topic(s) of this poem: love and art,love and dreams,love and friendship,love and life,memoirs,desert,desire,loneliness,lonely,love
COMMENTS OF THE POEM
Soumya Ranjan Rout 25 September 2017

ସାରା ପାନ୍ଥଶାଳା କାନ୍ଥରେ ଲେଖା ପ୍ରଣୟ ର ବର୍ଣମାଳା what a great lyrics? I am speechless

5 0 Reply
Soumya Ranjan Rout 25 September 2017

ସାରା ପାନ୍ଥଶାଳା କାନ୍ଥରେ ଲେଖା ପ୍ରଣୟ ର ବର୍ଣମାଳା what a great lyrics? I am speechless

4 1 Reply
D Priyanka Singh 25 September 2017

ଝରା ବଉଳ ର ସୁରଭିତ କେଶ ଥିରି ଚାଲି, ମିଠା ଗଳା, ସାରା ପାନ୍ଥଶାଳା କାନ୍ଥରେ ଲେଖା ପ୍ରଣୟ ର ବର୍ଣମାଳା Beautiful lyrics. 10+++

4 0 Reply
Prativa Rani 26 November 2017

ସାରା ପାନ୍ଥଶାଳା କାନ୍ଥରେ ଲେଖା ପ୍ରଣୟ ର ବର୍ଣମାଳା Beautiful lyrics. 10+++

0 0 Reply
Anita Aparajita Das 29 September 2017

ସାରା ପାନ୍ଥଶାଳା କାନ୍ଥରେ ଲେଖା ପ୍ରଣୟ ର ବର୍ଣମାଳା Beautifully penned poem with so sweet lyrics. Thanks for sharing. 10++++

0 0 Reply
Sabita Sahoo 28 September 2017

ଝରା ବଉଳ ର ସୁରଭିତ କେଶ ଥିରି ଚାଲି, ମିଠା ଗଳା, ସାରା ପାନ୍ଥଶାଳା କାନ୍ଥରେ ଲେଖା ପ୍ରଣୟ ର ବର୍ଣମାଳା So beautiful lyrics shared, thanks. 10++++

2 0 Reply
Sanjukta Sahoo 28 September 2017

ଝରା ବଉଳ ର ସୁରଭିତ କେଶ ଥିରି ଚାଲି, ମିଠା ଗଳା, ସାରା ପାନ୍ଥଶାଳା କାନ୍ଥରେ ଲେଖା ପ୍ରଣୟ ର ବର୍ଣମାଳା Great poem of love and separation. Thanks. 10++++

2 0 Reply
Soumya Ranjan Rout 25 September 2017

ସାରା ପାନ୍ଥଶାଳା କାନ୍ଥରେ ଲେଖା ପ୍ରଣୟ ର ବର୍ଣମାଳା what a great lyrics? I am speechless10+++++++

4 1 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success