କେତେଦିନ
ଆସିଛ ବା ତମେ
ମୋ ଜୀବନ ଚଲାପଥ ଧାରେ,
କେତେଥର
ଆସିଚ ବା ତମେ
ମୋ ରାତିର ସପନ ଶେଯ ରେ?
କେତେ ଅବା
ଭିଜାଇ ପାରିଛ
ମୋ ଛାତିକୁ ତୁମ ଆଖି ଲୁହେ,
କେତେ ବାର
ଫିଟାଇ କହିଛ
ମନ କଥା, ଉବୁଟୁବୁ କୋହେ?
ତମ ସହ
ଭେଟ ହେଲା ପରେ
ଅଳ୍ପ କେଇ ସପ୍ତାହ ଯାଇନି -
ତମେ କିନ୍ତୁ
ପାଲଟି ଗଲଣି
ସବୁ କିଛି, ମୋ ମନ ର ରାଣୀ!
କେତେ ଅବା ଭିଜାଇ ପାରିଛ ମୋ ଛାତିକୁ ତୁମ ଆଖି ଲୁହେ, କେତେ ବାର ଫିଟାଇ କହିଛ ମନ କଥା, ଉବୁଟୁବୁ କୋହେ? Thank you for sharing this type of lyrical poems.
ତମ ସହ ଭେଟ ହେଲା ପରେ ଅଳ୍ପ କେଇ ସପ୍ତାହ ଯାଇନି - ତମେ କିନ୍ତୁ ପାଲଟି ଗଲଣି ସବୁ କିଛି, ମୋ ମନ ର ରାଣୀ! Nice work. Thanks for sharing it.
କେତେ ଅବା ଭିଜାଇ ପାରିଛ ମୋ ଛାତିକୁ ତୁମ ଆଖି ଲୁହେ, କେତେ ବାର ଫିଟାଇ କହିଛ ମନ କଥା, ଉବୁଟୁବୁ କୋହେ? What a beautiful poem. Thanks for sharing it.
କେତେ ଅବା ଭିଜାଇ ପାରିଛ ମୋ ଛାତିକୁ ତୁମ ଆଖି ଲୁହେ, କେତେ ବାର ଫିଟାଇ କହିଛ ମନ କଥା, ଉବୁଟୁବୁ କୋହେ? Beautifully written lyrical poem. Thanks.10 for it.
This poem has not been translated into any other language yet.
I would like to translate this poem
ତମେ କିନ୍ତୁ ପାଲଟି ଗଲଣି ସବୁ କିଛି, ମୋ ମନ ର ରାଣୀ! Lovely,10 for it.