ତୁମକୁ ଭେଟିବା ପରେ -019 (Tumaku Bhetiba Pare -19 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -019 (Tumaku Bhetiba Pare -19 / Odia Poem)

Rating: 5.0

କେବେ ତମେ ବଡ଼ ହେବ,

ମୋ ଆଖିରେ,

ମୋ ଓଠ ଶବ୍ଦରେ?


କେବେ ତମେ ବଡ଼ ହୋଇଯିବ? ?

ନ ପଚାରି, ମନ କଥା

ସିଧା ସିଧା

ବୁଝି ନେଇଯିବ,

ଆଉ କେବେ ପୁଣି

'କାହାକୁ ରାଗିଥିଲ କି ' ବୋଲି

ପଚାରିବ ନାହିଁ,

ମନ ବୁଝି କାମ କରିଯିବ? ?

COMMENTS OF THE POEM
Gajanan Mishra 01 October 2016

wonderful write sir, namaskar, please read my recent posted odia poems and comment and vote, this poem-10

4 0 Reply
Prativa Rani 31 October 2017

କେବେ ତମେ ବଡ଼ ହୋଇଯିବ? ? ନ ପଚାରି, ମନ କଥା ସିଧା ସିଧା ବୁଝି ନେଇଯିବ, lovely write. 10

0 0 Reply
Sabita Sahoo 28 October 2016

କେବେ ତମେ ବଡ଼ ହୋଇଯିବ? ? ନ ପଚାରି, ମନ କଥା ସିଧା ସିଧା ବୁଝି ନେଇଯିବ, Beautifully narrated. Thanks for the poem.

1 0 Reply
Sabita Sahoo 28 October 2016

କେବେ ତମେ ବଡ଼ ହୋଇଯିବ? ? ନ ପଚାରି, ମନ କଥା ସିଧା ସିଧା ବୁଝି ନେଇଯିବ, Beautifully narrated. Thanks for the poem.

1 0 Reply
Anita Aparajita Das 28 October 2016

କେବେ ତମେ ବଡ଼ ହୋଇଯିବ? ? ନ ପଚାରି, ମନ କଥା ସିଧା ସିଧା ବୁଝି ନେଇଯିବ, Thanks for this poem.

1 0 Reply
Seema Sharma Rimi 02 October 2016

କେବେ ତମେ ବଡ଼ ହେବ, ମୋ ଆଖିରେ, ମୋ ଓଠ ଶବ୍ଦରେ? Beautiful line. Thanks for the sharing. 10 for it.

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success