ତୁମକୁ ଭେଟିବା ପରେ -021 (Tumaku Bhetiba Pare -21/ Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -021 (Tumaku Bhetiba Pare -21/ Odia Poem)

Rating: 5.0

ତୁମ କଥା
ଏତେ ବେଶି ଭାବୁଛି କାହିଁକି?
ତୁମେ କଣ
ଅଜାଣତେ ମୋର
ମୋ ଉପରେ
କିମିଆ କରିଚ?

କେତେ ବେଳେ
ମୋ ହୃଦୟ ଫରୁଆ କୁ
ତୁମ ମନ ସାତ ତାଳ
ପାଣି ପଙ୍କ ତଳେ
ଲୁଚାଇ ଦେଇଛ-

ଅଲକ୍ଷ୍ୟ ରେ ମୋ ଉପରେ କେବେ
ଯାଦୁ ଛଡ଼ି ତୁମ ଚାହାଣୀ ର
ମୋ ଉପରେ ବୁଲାଇ ଦେଇଛ? ?

ନ ହେଲେ ମୁଁ ଅଚାନକ
ଏତେ ବେଶି
ଆଗ ଠୁ ଅଲଗା ଭଲା
ହେଲି ଯେ କେମିତି? ?

COMMENTS OF THE POEM
Prativa Rani 31 October 2017

ଅଲକ୍ଷ୍ୟ ରେ ମୋ ଉପରେ କେବେ ଯାଦୁ ଛଡ଼ି ତୁମ ଚାହାଣୀ ର ମୋ ଉପରେ ବୁଲାଇ ଦେଇଛ? ? Beautiful poem. 10

2 0 Reply
Subhas Chandra Chakra 14 November 2017

Thanks Rani for the wise and kind remarks on the poem

0 0
Kumarmani Mahakul 28 August 2017

Atyanta gabhira premara namuna sundara bhabe stanita hoichhi, rahantuta mu apanankara kichhi pankti uddhara kare... ଅଲକ୍ଷ୍ୟ ରେ ମୋ ଉପରେ କେବେ ଯାଦୁ ଛଡ଼ି ତୁମ ଚାହାଣୀ ର ମୋ ଉପରେ ବୁଲାଇ ଦେଇଛ? ? Thanks for sharing.

4 0 Reply
Subhas Chandra Chakra 14 November 2017

Thanks revered Sir for the wise and kind remarks on the poem

0 0
Sabita Sahoo 28 October 2016

କେତେ ବେଳେ ମୋ ହୃଦୟ ଫରୁଆ କୁ ତୁମ ମନ ସାତ ତାଳ ପାଣି ପଙ୍କ ତଳେ ଲୁଚାଇ ଦେଇଛ- ଅଲକ୍ଷ୍ୟ ରେ ମୋ ଉପରେ କେବେ ଯାଦୁ ଛଡ଼ି ତୁମ ଚାହାଣୀ ର ମୋ ଉପରେ ବୁଲାଇ ଦେଇଛ? ? Thanks dear poet for it.

4 0 Reply
Subhas Chandra Chakra 14 November 2017

Thanks Sabita dear for the wise and kind remarks on the poem

0 0
Seema Sharma Rimi 03 October 2016

କେତେ ବେଳେ ମୋ ହୃଦୟ ଫରୁଆ କୁ ତୁମ ମନ ସାତ ତାଳ ପାଣି ପଙ୍କ ତଳେ ଲୁଚାଇ ଦେଇଛ- ଅଲକ୍ଷ୍ୟ ରେ ମୋ ଉପରେ କେବେ ଯାଦୁ ଛଡ଼ି ତୁମ ଚାହାଣୀ ର ମୋ ଉପରେ ବୁଲାଇ ଦେଇଛ? ? କେଡ଼େ ସୁନ୍ଦର କବିତା, ଆପଣଙ୍କ ଉଦ୍ୟମ ଜାରି ରଖନ୍ତୁ । Thanks for sharing this lovely poem.

6 0 Reply
Subhas Chandra Chakra 14 November 2017

Thanks dear Rini for the wise and kind remarks on the poem

0 0
Seema Sharma Rimi 02 October 2016

କେତେ ବେଳେ ମୋ ହୃଦୟ ଫରୁଆ କୁ ତୁମ ମନ ସାତ ତାଳ ପାଣି ପଙ୍କ ତଳେ ଲୁଚାଇ ଦେଇଛ- Nicely written poem. Thanks for sharing.10 for it.

5 0 Reply
Subhas Chandra Chakra 14 November 2017

Thanks Seema for the wise and kind remarks on the poem

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success