ତୁମକୁ ଭେଟିବା ପରେ -029 (Tumaku Bhetiba Pare -29/ Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -029 (Tumaku Bhetiba Pare -29/ Odia Poem)

Rating: 5.0

ଆଜି ବଡ଼ ଦିନ!
କୁମାରୀ ମାଆର ସେଇ
ଦିବ୍ୟ ଶିଶୁଟିର
ଶୁଭ ଜନ୍ମଦିନ,
ଦୁନିଆର କୋଣେ କୋଣେ
କୋଟିଏ କଣ୍ଠରେ ତା'ର
ଜୟ ଜୟ ଗାନ! !
ଏମିତିକା ଲଗନ ରେ
ଜାଣିଛ କି, ମୁଁ ଭାବୁଛି କ'ଣ?

ତମେ ଯଦି ଆସିଥାନ୍ତ
ଆଉ ଗୋଟେ ଯୁଗର ଆଗରୁ
ଆଜି ଏଇ ଲଗନ ର
ମହାର୍ଘ ବେଳାରେ -

ଆମେ ଭେଟିଥାନ୍ତେ ଆଜି
କେଉଁ ବେଳା ବୁକୁ ପାଶେ
ସମୁଦ୍ର ଧାରରେ

ଅବା କେଉଁ
ହୋଟେଲ ବା ରେସ୍ତାରୋଁ ରେ
ମହମ ର ଲିଭନ୍ତ ଆଲୋକେ,

ଚିକ୍ ମିକ୍ କରୁଥିବା ଦୁହିଁଙ୍କର
ମୁହଁ ଝାଳ, ଲୁହର କାକରେ

ଆଗାମୀ ବରଷ ପାଇଁ
ଶୁଭେଚ୍ଛା ବାର୍ତ୍ତା ରେ ।।

Wednesday, October 12, 2016
Topic(s) of this poem: meeting,friends,friendship,love and friendship,love and life
COMMENTS OF THE POEM
Seema Sharma Rimi 28 October 2016

ତମେ ଯଦି ଆସିଥାନ୍ତ ଆଉ ଗୋଟେ ଯୁଗର ଆଗରୁ ଆଜି ଏଇ ଲଗନ ର ମହାର୍ଘ ବେଳାରେ - ଆମେ ଭେଟିଥାନ୍ତେ ଆଜି କେଉଁ ବେଳା ବୁକୁ ପାଶେ ସମୁଦ୍ର ଧାରରେ Thanks for the share.10 for it.

6 0 Reply
Sabita Sahoo 03 January 2017

ଆମେ ଭେଟିଥାନ୍ତେ ଆଜି କେଉଁ ବେଳା ବୁକୁ ପାଶେ ସମୁଦ୍ର ଧାରରେ ଅବା କେଉଁ ହୋଟେଲ ବା ରେସ୍ତାରୋଁ ରେ ମହମ ର ଲିଭନ୍ତ ଆଲୋକେ, ଚିକ୍ ମିକ୍ କରୁଥିବା ଦୁହିଁଙ୍କର ମୁହଁ ଝାଳ, ଲୁହର କାକରେ ଆଗାମୀ ବରଷ ପାଇଁ ଶୁଭେଚ୍ଛା ବାର୍ତ୍ତା ରେ ।।

3 0 Reply
Sonali Parida 15 November 2017

Beautiful poem ଆମେ ଭେଟିଥାନ୍ତେ ଆଜି କେଉଁ ବେଳା ବୁକୁ ପାଶେ ସମୁଦ୍ର ଧାରରେ ଅବା କେଉଁ ହୋଟେଲ ବା ରେସ୍ତାରୋଁ ରେ ମହମ ର ଲିଭନ୍ତ ଆଲୋକେ, ଚିକ୍ ମିକ୍ କରୁଥିବା ଦୁହିଁଙ୍କର ମୁହଁ ଝାଳ, ଲୁହର କାକରେ ଆଗାମୀ ବରଷ ପାଇଁ ଶୁଭେଚ୍ଛା ବାର୍ତ୍ତା ରେ ।

0 0 Reply
Sonali Parida 15 November 2017

Beautiful poem ଆମେ ଭେଟିଥାନ୍ତେ ଆଜି କେଉଁ ବେଳା ବୁକୁ ପାଶେ ସମୁଦ୍ର ଧାରରେ ଅବା କେଉଁ ହୋଟେଲ ବା ରେସ୍ତାରୋଁ ରେ ମହମ ର ଲିଭନ୍ତ ଆଲୋକେ, ଚିକ୍ ମିକ୍ କରୁଥିବା ଦୁହିଁଙ୍କର ମୁହଁ ଝାଳ, ଲୁହର କାକରେ ଆଗାମୀ ବରଷ ପାଇଁ ଶୁଭେଚ୍ଛା ବାର୍ତ୍ତା ରେ ।

0 0 Reply
Seema Sharma Rimi 03 November 2017

ତମେ ଯଦି ଆସିଥାନ୍ତ ଆଉ ଗୋଟେ ଯୁଗର ଆଗରୁ ଆଜି ଏଇ ଲଗନ ର ମହାର୍ଘ ବେଳାରେ - ଆମେ ଭେଟିଥାନ୍ତେ ଆଜି କେଉଁ ବେଳା ବୁକୁ ପାଶେ ସମୁଦ୍ର ଧାରରେ Lovely sharing. 10+++

3 0 Reply
Prativa Rani 03 November 2017

ଅବା କେଉଁ ହୋଟେଲ ବା ରେସ୍ତାରୋଁ ରେ ମହମ ର ଲିଭନ୍ତ ଆଲୋକେ, ଚିକ୍ ମିକ୍ କରୁଥିବା ଦୁହିଁଙ୍କର ମୁହଁ ଝାଳ, ଲୁହର କାକରେ ଆଗାମୀ ବରଷ ପାଇଁ ଶୁଭେଚ୍ଛା ବାର୍ତ୍ତା ରେ ।। Lovely poem shared. 10++

1 0 Reply
Anita Aparajita Das 03 January 2017

ଆଜି ବଡ଼ ଦିନ! କୁମାରୀ ମାଆର ସେଇ ଦିବ୍ୟ ଶିଶୁଟିର ଶୁଭ ଜନ୍ମଦିନ, ଦୁନିଆର କୋଣେ କୋଣେ କୋଟିଏ କଣ୍ଠରେ ତା'ର ଜୟ ଜୟ ଗାନ! ! Thanks for the poem on Jesus the Great.

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success