ତୁମକୁ ଭେଟିବା ପରେ -031 (Tumaku Bhetiba Pare -31 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -031 (Tumaku Bhetiba Pare -31 / Odia Poem)

Rating: 5.0

ଆଜି ତମେ

ଏତେ ପାଶେ ଥାଇ

ଲାଗୁଥିଲା ସତେ ଅବା

ଦେହ ମୋର ଅଛି ଏଠି

ତୁମକୁ ଛୁଉଁଛି!



ମନ କେଉଁ ଅଜଣା ଥାନରେ

ତୁମକୁ ଖୋଜୁଛି -

ପ୍ରାଣ ଥିବା ଦେହ ଇଲାକା ରେ

ନିଷ୍ପ୍ରାଣ, ଦୂର ରେ ଥିବା

ପାହାଡ଼ କୋଳରେ! !

Wednesday, October 12, 2016
Topic(s) of this poem: friendship
COMMENTS OF THE POEM
Sonali Parida 04 December 2017

ପ୍ରାଣ ଥିବା ଦେହ ଇଲାକା ରେ ନିଷ୍ପ୍ରାଣ, ଦୂର ରେ ଥିବା ପାହାଡ଼ କୋଳରେ! ! True to your heart. Thanks for the sharing. 10+++

0 0 Reply
Prativa Rani 18 November 2017

ମନ କେଉଁ ଅଜଣା ଥାନରେ ତୁମକୁ ଖୋଜୁଛି - ପ୍ରାଣ ଥିବା ଦେହ ଇଲାକା ରେ ନିଷ୍ପ୍ରାଣ, ଦୂର ରେ ଥିବା ପାହାଡ଼ କୋଳରେ! ! Lovely. Sweet poem.10

1 0 Reply
Anita Aparajita Das 03 January 2017

ଆଜି ତମେ ଏତେ ପାଶେ ଥାଇ ଲାଗୁଥିଲା ସତେ ଅବା ଦେହ ମୋର ଅଛି ଏଠି ତୁମକୁ ଛୁଉଁଛି! ମନ କେଉଁ ଅଜଣା ଥାନରେ ତୁମକୁ ଖୋଜୁଛି - Beauty and eros wet the poem.

3 0 Reply
Seema Sharma Rimi 28 October 2016

ମନ କେଉଁ ଅଜଣା ଥାନରେ ତୁମକୁ ଖୋଜୁଛି - ପ୍ରାଣ ଥିବା ଦେହ ଇଲାକା ରେ ନିଷ୍ପ୍ରାଣ, ଦୂର ରେ ଥିବା ପାହାଡ଼ କୋଳରେ! ! True to your heart. Thanks for the share.

6 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success