ତୁମକୁ ମୁଁ ଭେଟିବା କୁ ଆସି
ଆଜି ସେଇ ଧୂସର ବେଳା ରେ
ତୁମକୁ ପାଇଲି ନାହିଁ
ଯଦିବା ଥିଲ ତୁମର ଆପଣା କକ୍ଷରେ,
ଭାବୁଥିଲି, ପହଞ୍ଚିବା ପରେ ଖାଲି
ତୁମକୁ ଭେଟିବି ।।
ଆଉ କାହା ଆଖି, ମୁହଁ, ଦେହ
ମୋ ଆଖିରେ ପଡ଼ିବା ଆଗରୁ
ତୁମ ନୀଳ ଚାହାଣୀ ରେ
ନିଜକୁ ଧୋଇବି-
ପହିଲେ ଧୋଇବି ମୋ'ର
ଭିତରର ଧୂଳି ଧୂସରିତ
ସ୍ମୃତି ଆଉ ଛାତି ଗାଲିଚା କୁ! !
ପହିଲେ ଧୋଇବି ମୋ'ର ଭିତରର ଧୂଳି ଧୂସରିତ ସ୍ମୃତି ଆଉ ଛାତି ଗାଲିଚା କୁ! ! Impressive writing. 10+++
ତୁମ ନୀଳ ଚାହାଣୀ ରେ ନିଜକୁ ଧୋଇବି- ପହିଲେ ଧୋଇବି ମୋ'ର ଭିତରର ଧୂଳି ଧୂସରିତ ସ୍ମୃତି ଆଉ ଛାତି ଗାଲିଚା କୁ! ! Great poem of love, it is. Thanks poet.
ତୁମକୁ ମୁଁ ଭେଟିବା କୁ ଆସି ଆଜି ସେଇ ଧୂସର ବେଳା ରେ ତୁମକୁ ପାଇଲି ନାହିଁ ଯଦିବା ଥିଲ ତୁମର ଆପଣା କକ୍ଷରେ, Very nice poem..It makes me remember SriRadha.
ଆଉ କାହା ଆଖି, ମୁହଁ, ଦେହ ମୋ ଆଖିରେ ପଡ଼ିବା ଆଗରୁ ତୁମ ନୀଳ ଚାହାଣୀ ରେ ନିଜକୁ ଧୋଇବି- Beautifully described. Thanks for it.
This poem has not been translated into any other language yet.
I would like to translate this poem
ତୁମ ନୀଳ ଚାହାଣୀ ରେ ନିଜକୁ ଧୋଇବି- Beautifully described. Thanks for it. 10+++