ତୁମକୁ ଭେଟିବା ପରେ -033 (Tumaku Bhetiba Pare -33 / Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ -033 (Tumaku Bhetiba Pare -33 / Odia Poem)

Rating: 5.0

ଭାରି ଭଲ ଲାଗିଥାନ୍ତା ଯଦି

ସବୁ ଦିନ

ସବୁ ରାତି

ସବୁ ମୂହୁର୍ତ୍ତ ରେ

କେବଳ ତୁମରି ମୁହଁ

ଆଖିରେ ପଡ଼ନ୍ତା -

ଆଉ କାହା ତାହାଣୀ କୁ

ଛୁଇଁବା ଆଗରୁ!




ହେଲେ,

ଦୁନିଆରେ ଏଡ଼େ ଭାଗ୍ୟ

ସଭିଙ୍କ କପାଳେ କ'ଣ

ଲେଖା ହୋଇ ଥାଏ ଯେ-

ମୁଁ ଭେଟନ୍ତି

ତୁମକୁ ମୋ

ଚାହିଁବା ଲଗ୍ନ ରେ! !

Wednesday, October 12, 2016
Topic(s) of this poem: friendship
COMMENTS OF THE POEM
Prativa Rani 18 November 2017

ମୁଁ ଭେଟନ୍ତି ତୁମକୁ ମୋ ଚାହିଁବା ଲଗ୍ନ ରେ! ! Lovely poem shared. 10+++

1 0 Reply
Prativa Rani 18 November 2017

ମୁଁ ଭେଟନ୍ତି ତୁମକୁ ମୋ ଚାହିଁବା ଲଗ୍ନ ରେ! ! Lovely poem shared. 10+++

1 0 Reply
Sabita Sahoo 17 August 2017

ଦୁନିଆରେ ଏଡ଼େ ଭାଗ୍ୟ ସଭିଙ୍କ କପାଳେ କ'ଣ ଲେଖା ହୋଇ ଥାଏ ଯେ- ମୁଁ ଭେଟନ୍ତି ତୁମକୁ ମୋ ଚାହିଁବା ଲଗ୍ନ ରେ! ! Nice poem to read. Thank you for sharing.

2 0 Reply
Anita Aparajita Das 24 June 2017

ଦୁନିଆରେ ଏଡ଼େ ଭାଗ୍ୟ ସଭିଙ୍କ କପାଳେ କ'ଣ ଲେଖା ହୋଇ ଥାଏ ଯେ- ମୁଁ ଭେଟନ୍ତି ତୁମକୁ ମୋ ଚାହିଁବା ଲଗ୍ନ ରେ! ! True, all are not that lucky! Thanks for the sharing. 10 fr it.

3 0 Reply
Seema Sharma Rimi 28 October 2016

ହେଲେ, ଦୁନିଆରେ ଏଡ଼େ ଭାଗ୍ୟ ସଭିଙ୍କ କପାଳେ କ'ଣ ଲେଖା ହୋଇ ଥାଏ ଯେ- ମୁଁ ଭେଟନ୍ତି ତୁମକୁ ମୋ ଚାହିଁବା ଲଗ୍ନ ରେ! ! Beautiful.10 for it.

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success