ଆଜି ଭାରି
ମନ ହେଉ ଥିଲା
ସବୁ କିଛି ଖୋଲି କହିଦେବି -
ଯାହା କିଛି
ଅନ୍ଧାରରେ ଅଛି
ଅନ୍ତରରେ, ଝରକା ଖୋଲିବି!
ହେଲେ ତମ
ଆଖିର କୋଣରେ
ନ ଥିଲା ସେ ରଙ୍ଗ ଓ ତରଙ୍ଗ-
ଯାହା ମୋର
ଶବ୍ଦର ଓଠରେ
ଭରିଥାଏ ଆବେଗ ଅନଙ୍ଗ! !
କେଡ଼େ ଶୀଘ୍ର
ସରିଗଲା ବେଳ,
ମନ ତଳ ବେଦନାର ରକ୍ତ-
ଅଭିବ୍ୟକ୍ତି,
ଜମାଟ ବାନ୍ଧିଲା
ରହିଗଲା ନିଃଶବ୍ଦ, ଅବ୍ୟକ୍ତ! !
ଯାହା କିଛି ଅନ୍ଧାରରେ ଅଛି ଅନ୍ତରରେ, ଝରକା ଖୋଲିବି! ହେଲେ ତମ ଆଖିର କୋଣରେ ନ ଥିଲା ସେ ରଙ୍ଗ ଓ ତରଙ୍ଗ- ଯାହା ମୋର ଶବ୍ଦର ଓଠରେ ଭରିଥାଏ ଆବେଗ ଅନଙ୍ଗ! ! Lovely poem. Thank you.
ଆଜି ଭାରି ମନ ହେଉ ଥିଲା ସବୁ କିଛି ଖୋଲି କହିଦେବି - ଯାହା କିଛି ଅନ୍ଧାରରେ ଅଛି ଅନ୍ତରରେ, ଝରକା ଖୋଲିବି! ହେଲେ ତମ ଆଖିର କୋଣରେ ନ ଥିଲା ସେ ରଙ୍ଗ ଓ ତରଙ୍ଗ- ଯାହା ମୋର ଶବ୍ଦର ଓଠରେ ଭରିଥାଏ ଆବେଗ ଅନଙ୍ଗ! ! Great poem with nice composure.
ହେଲେ ତମ ଆଖିର କୋଣରେ ନ ଥିଲା ସେ ରଙ୍ଗ ଓ ତରଙ୍ଗ- ଯାହା ମୋର ଶବ୍ଦର ଓଠରେ ଭରିଥାଏ ଆବେଗ ଅନଙ୍ଗ! ! Beauty of words...loved it. Thanks for the share.
କେଡ଼େ ଶୀଘ୍ର ସରିଗଲା ବେଳ, ମନ ତଳ ବେଦନାର ରକ୍ତ- ଅଭିବ୍ୟକ୍ତି, ଜମାଟ ବାନ୍ଧିଲା ରହିଗଲା ନିଃଶବ୍ଦ, ଅବ୍ୟକ୍ତ! ! Very nicely penned poem indeed.
ଅଭିବ୍ୟକ୍ତି, ଜମାଟ ବାନ୍ଧିଲା ରହିଗଲା ନିଃଶବ୍ଦ, ଅବ୍ୟକ୍ତ! ! - - - - - - - - Chamatkar kavita.
This poem has not been translated into any other language yet.
I would like to translate this poem
ଆଜି ଭାରି ମନ ହେଉ ଥିଲା ସବୁ କିଛି ଖୋଲି କହିଦେବି - ଯାହା କିଛି ଅନ୍ଧାରରେ ଅଛି ଅନ୍ତରରେ, ଝରକା ଖୋଲିବି Thanks dear for this sharing. 10 marks to award.