ଆଜି ଭାରି
ମନ ହେଉଥିଲା
ସବୁ କିଛି ଖୋଲି କହି ଦେବି,
ଯାହା କିଛି
ଅନ୍ଧାରରେ ଅଛି
ଅନ୍ତରରେ, ଝରକା ଖୋଲିବି...।।
ହେଲେ ତମ
ଆଖିର କୋଣରେ
ନ ଥିଲା ସେ ରଙ୍ଗ ଓ ତରଙ୍ଗ -
ଯାହା ମୋ'ର
ଶବ୍ଦ ର ଓଠ ରେ
ଭରିଥାଏ ଆବେଗ ଅନଙ୍ଗ ।।
କେଡେ ଶୀଘ୍ର
ସରିଗଲା ବେଳ,
ମନ ତଳ ବେଜନାର ରକ୍ତ...
ଅଭିବ୍ୟକ୍ତି
ଜମାଟ ବାନ୍ଧିଲା,
ରହିଗଲା ନିଃଶବ୍ଦ, ଅବ୍ୟକ୍ତ..।।।
କେଡେ ଶୀଘ୍ର ସରିଗଲା ବେଳ, ମନ ତଳ ବେଜନାର ରକ୍ତ... ଅଭିବ୍ୟକ୍ତି ଜମାଟ ବାନ୍ଧିଲା, ରହିଗଲା ନିଃଶବ୍ଦ, ଅବ୍ୟକ୍ତ..।।।
କେଡେ ଶୀଘ୍ର ସରିଗଲା ବେଳ, ମନ ତଳ ବେଜନାର ରକ୍ତ... ଅଭିବ୍ୟକ୍ତି ଜମାଟ ବାନ୍ଧିଲା, ରହିଗଲା ନିଃଶବ୍ଦ, ଅବ୍ୟକ୍ତ..।।। Thanks for this poem.
କେଡେ ଶୀଘ୍ର ସରିଗଲା ବେଳ, ମନ ତଳ ବେଜନାର ରକ୍ତ... ଅଭିବ୍ୟକ୍ତି ଜମାଟ ବାନ୍ଧିଲା, ରହିଗଲା ନିଃଶବ୍ଦ, ଅବ୍ୟକ୍ତ..।।। Lovely composition. Thanks Subhas.
ହେଲେ ତମ ଆଖିର କୋଣରେ ନ ଥିଲା ସେ ରଙ୍ଗ ଓ ତରଙ୍ଗ - ଯାହା ମୋ'ର ଶବ୍ଦ ର ଓଠ ରେ ଭରିଥାଏ ଆବେଗ ଅନଙ୍ଗ ।। Beautiful poem...perhaps you have published it months ago. Thanks for sharing.
This poem has not been translated into any other language yet.
I would like to translate this poem
କେଡେ ଶୀଘ୍ର ସରିଗଲା ବେଳ, ମନ ତଳ ବେଜନାର ରକ୍ତ... ଅଭିବ୍ୟକ୍ତି ଜମାଟ ବାନ୍ଧିଲା, ରହିଗଲା ନିଃଶବ୍ଦ, ଅବ୍ୟକ୍ତ..।।। Beautiful poem sir...I love the lyrical flow.]10++ for this. Sanju