ତୁମ ପୂଣ୍ୟ ନକ୍ଷତ୍ର ର
ପୂଣ୍ୟ ମୂହୁର୍ତ୍ତ ରେ,
ମୁଁ ତ ଜଳୁଥିଲି ମୋର
ସ୍ମଋତି ର ଜୂଇ ରେ..।।
ବର୍ଷ ବର୍ଷ ତମ ସ୍ୱର
ନ ଶୁଣିବା ନେଇ,
ଭିତର ଟା ଏକା ଏକା
ଯାଇଥିଲା ହୋଇ..।।
ଏ ବେଳା ରେ ବହୁ ଦୂରେ
ତୁମ କୁଆଁ ସ୍ୱନ
ମୋ ପାଇଁ ଦେବକୀ-ଗର୍ଭ
ଅଷ୍ଟମ ସନ୍ତାନ..।।
ଦୂର ବୃନ୍ଦାବନେ ମୋର
ସୁପ୍ତ ଅଭିଳାଷ,
ଅତୃପ୍ତି ର ମର୍ମଦାହ
ଜ୍ୱାଳା ଅବଶୋଷ—
ପଲକରେ ଶେଷ ହେବ ।
ଶୁଭିଲା ଓଁ କାର
ଦୂର ଚକ୍ରବାଳେ ତୁମ
କୁଆଁ କୁଆଁ ସ୍ୱର..।।
ଦୂର ବୃନ୍ଦାବନେ ମୋର ସୁପ୍ତ ଅଭିଳାଷ, ଅତୃପ୍ତି ର ମର୍ମଦାହ ଜ୍ୱାଳା ଅବଶୋଷ— ପଲକରେ ଶେଷ ହେବ । ଶୁଭିଲା ଓଁ କାର ଦୂର ଚକ୍ରବାଳେ ତୁମ କୁଆଁ କୁଆଁ ସ୍ୱର..।। A nice verse in optimum beauty. thanks for the share. 10.
ତୁମ ପୂଣ୍ୟ ନକ୍ଷତ୍ର ର ପୂଣ୍ୟ ମୂହୁର୍ତ୍ତ ରେ, ମୁଁ ତ ଜଳୁଥିଲି ମୋର ସ୍ମଋତି ର ଜୂଇ ରେ..।। ବର୍ଷ ବର୍ଷ ତମ ସ୍ୱର ନ ଶୁଣିବା ନେଇ, ଭିତର ଟା ଏକା ଏକା ଯାଇଥିଲା ହୋଇ..।। ଏ ବେଳା ରେ ବହୁ ଦୂରେ ତୁମ କୁଆଁ ସ୍ୱନ ମୋ ପାଇଁ ଦେବକୀ-ଗର୍ଭ ଅଷ୍ଟମ ସନ୍ତାନ..।। Hope keeps us young at heart. Your poem enlivens hope that makes your love immortal.
ଏ ବେଳା ରେ ବହୁ ଦୂରେ ତୁମ କୁଆଁ ସ୍ୱନ ମୋ ପାଇଁ ଦେବକୀ-ଗର୍ଭ ଅଷ୍ଟମ ସନ୍ତାନ..।। ଦୂର ବୃନ୍ଦାବନେ ମୋର ସୁପ୍ତ ଅଭିଳାଷ, ଅତୃପ୍ତି ର ମର୍ମଦାହ ଜ୍ୱାଳା ଅବଶୋଷ— A poem expressing deep yearning and subtle emotion.. Thanks Subhas for this poem.
ଦୂର ବୃନ୍ଦାବନେ ମୋର ସୁପ୍ତ ଅଭିଳାଷ, ଅତୃପ୍ତି ର ମର୍ମଦାହ ଜ୍ୱାଳା ଅବଶୋଷ— ପଲକରେ ଶେଷ ହେବ । ଶୁଭିଲା ଓଁ କାର ଦୂର ଚକ୍ରବାଳେ ତୁମ କୁଆଁ କୁଆଁ ସ୍ୱର..।। Nice poem. Thanks for th sharing.
This poem has not been translated into any other language yet.
I would like to translate this poem
ଦୂର ବୃନ୍ଦାବନେ ମୋର ସୁପ୍ତ ଅଭିଳାଷ, ଅତୃପ୍ତି ର ମର୍ମଦାହ ଜ୍ୱାଳା ଅବଶୋଷ— ପଲକରେ ଶେଷ ହେବ । Beautiful lyrical poem. Thanks for the poem.10 marks.