ଆଜି ଗୋଟେ
ଭାରି ଭଲ ଦିନ,
ଖୋଲିଦେବା ପାଇଁ
ମନ ତଳ ସବୁ ରୁଦ୍ଧ ଦ୍ୱାର,
ଅନ୍ତରର ପ୍ରତିଟି ଝରକା ।।
ଥରେ ଖୋଲିଦେଲା ପରେ
ହୃଦୟ ର ମୁଦା ଦରବାଜା,
ଆଉ କେବେ -
ଲାଗିବନି ଏକା,
ଆମେ ହେବା
ଏକ ଆତ୍ମା, ଏକ ପ୍ରାଣ,
ଏକ ଦେହ, ଏକ ମନ
ଗୋଟିଏ ସପନ।।
ଥରେ ଖୋଲିଦେଲା ପରେ ହୃଦୟ ର ମୁଦା ଦରବାଜା, ଆଉ କେବେ - ଲାଗିବନି ଏକା, ଆମେ ହେବା ଏକ ଆତ୍ମା, ଏକ ପ୍ରାଣ, ଏକ ଦେହ, ଏକ ମନ ଗୋଟିଏ ସପନ।। Lovely poem shared. 10++++
ଆମେ ହେବା ଏକ ଆତ୍ମା, ଏକ ପ୍ରାଣ, ଏକ ଦେହ, ଏକ ମନ ଗୋଟିଏ ସପନ।। Great poem with an emotion rich voice. 10+++
ଆମେ ହେବା ଏକ ଆତ୍ମା, ଏକ ପ୍ରାଣ, ଏକ ଦେହ, ଏକ ମନ ଗୋଟିଏ ସପନ।। Beautifully penned poem. 10++
This poem has not been translated into any other language yet.
I would like to translate this poem
ଆଉ କେବେ - ଲାଗିବନି ଏକା, ଆମେ ହେବା ଏକ ଆତ୍ମା, ଏକ ପ୍ରାଣ, ଏକ ଦେହ, ଏକ ମନ ଗୋଟିଏ ସପନ lovely poem shairing 10++++++++*****👌👌👌