ତୁମକୁ ଭେଟିବା ପରେ-044 (Tumaku Bhetiba Pare-44/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-044 (Tumaku Bhetiba Pare-44/Odia Poem)

Rating: 5.0

ଏତେ କଥା ଭାବିଥିଲି ଆଜି

ସବୁ ତୁମ କାନେ ପକାଇବି

ଛାତି ତଳ ଅକୁହା କଥା କୁ

ତମ ଆଗେ ସବୁ ବଖାଣିବି ।


ଦୁହେଁ ଥିଲେ ଏତେ ପାଶେ ପାଶେ,

ମିଳିଥିଲା ନିରୋଳା ଲଗନ,

ଡାକିଥିଲ ଆତ୍ମୀୟ ସ୍ୱର ରେ

ଲାଗୁଥିଲା ଅଛି ତୁମ ମନ ।


କେତେବାର ଭିଡ ଭିତରେ ବି,

ମନ କଥା କହି ପାରିଥିଲି

ଆଜି କିନ୍ତୁ ସମୟ ପାଇ ବି

ଏ ସୁଯୋଗ ହାତ ଛଡା କଲି।

ତୁମକୁ ଭେଟିବା ପରେ-044 (Tumaku Bhetiba Pare-44/Odia Poem)
Thursday, September 14, 2017
Topic(s) of this poem: love
COMMENTS OF THE POEM
Anita Aparajita Das 09 October 2017

କେତେବାର ଭିଡ ଭିତରେ ବି, ମନ କଥା କହି ପାରିଥିଲି ଆଜି କିନ୍ତୁ ସମୟ ପାଇ ବି ଏ ସୁଯୋଗ ହାତ ଛଡା କଲି। Lovely poem shared. 10+++

0 0 Reply
Seema Sharma Rimi 24 September 2017

କେତେବାର ଭିଡ ଭିତରେ ବି, ମନ କଥା କହି ପାରିଥିଲି ଆଜି କିନ୍ତୁ ସମୟ ପାଇ ବି ଏ ସୁଯୋଗ ହାତ ଛଡା କଲି। Love this poem very much. 10++

1 0 Reply
Sanjukta Sahoo 24 September 2017

ଆଜି କିନ୍ତୁ ସମୟ ପାଇ ବି ଏ ସୁଯୋଗ ହାତ ଛଡା କଲି। Nice lyric. 10+++

1 0 Reply
Seema Sharma Rimi 21 September 2017

ଦୁହେଁ ଥିଲେ ଏତେ ପାଶେ ପାଶେ, ମିଳିଥିଲା ନିରୋଳା ଲଗନ, ଡାକିଥିଲ ଆତ୍ମୀୟ ସ୍ୱର ରେ ଲାଗୁଥିଲା ଅଛି ତୁମ ମନ Lovely poem of love. Thanks for the sharing, 10+++

2 0 Reply
Biswa Ranjan Nayak 19 September 2017

କେତେବାର ଭିଡ ଭିତରେ ବି, ମନ କଥା କହି ପାରିଥିଲି ଆଜି କିନ୍ତୁ ସମୟ ପାଇ ବି ଏ ସୁଯୋଗ ହାତ ଛଡା କଲି। Nice poem.

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success