ତୁମକୁ ଭେଟିବା ପରେ-045 (Tumaku Bhetiba Pare-45/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-045 (Tumaku Bhetiba Pare-45/Odia Poem)

Rating: 5.0

ମନ ତଳେ ଥିଲା ଅଭିମାନ

ଯାହା ମୋର ଓଠ କଲା ଜଡ,

ଏତେ ପାଖେ ଥିଲା ମୋ ଆସନ

ଘେରିଥିଲା ନୀରବତା ବାଡ!


ତୁମ ସହ କଥା ହେବି ବୋଲି

କେତେ ଦିନୁଁ ଦେଖୁଚି ସପନ,

ଅଥଚ ମୁଁ ତମ ପାଶେ ପାଶେ

ଥାଇ, ଆଜି ରହିଲି ମଉନ!


ମୁଁ ଜାଣିଚି ତମେ ମୋର କଥା

ବିନା ଶବ୍ଦେ ବୁଝି ନେଇପାର,

ତଥାପି ମୋ ମନ ତଳେ ବ୍ୟଥା-

ବ୍ୟାକୁଳତା କଥା କହିବା ର! !

ତୁମକୁ ଭେଟିବା ପରେ-045 (Tumaku Bhetiba Pare-45/Odia Poem)
Thursday, September 14, 2017
Topic(s) of this poem: love
COMMENTS OF THE POEM
Anita Aparajita Das 09 October 2017

ମୁଁ ଜାଣିଚି ତମେ ମୋର କଥା ବିନା ଶବ୍ଦେ ବୁଝି ନେଇପାର, ତଥାପି ମୋ ମନ ତଳେ ବ୍ୟଥା- ବ୍ୟାକୁଳତା କଥା କହିବା ର! ! Lovely poem, nicely penned. 10++

0 0 Reply
Seema Sharma Rimi 24 September 2017

ମୁଁ ଜାଣିଚି ତମେ ମୋର କଥା ବିନା ଶବ୍ଦେ ବୁଝି ନେଇପାର, ତଥାପି ମୋ ମନ ତଳେ ବ୍ୟଥା- ବ୍ୟାକୁଳତା କଥା କହିବା ର! ! Nicely penned. Thanks. 10+

1 0 Reply
Sanjukta Sahoo 24 September 2017

ମୁଁ ଜାଣିଚି ତମେ ମୋର କଥା ବିନା ଶବ୍ଦେ ବୁଝି ନେଇପାର, Nice lyric in the poem. 10+++

1 0 Reply
Seema Sharma Rimi 21 September 2017

ତୁମ ସହ କଥା ହେବି ବୋଲି କେତେ ଦିନୁଁ ଦେଖୁଚି ସପନ, ଅଥଚ ମୁଁ ତମ ପାଶେ ପାଶେ ଥାଇ, ଆଜି ରହିଲି ମଉନ! Nicely penned. 10++++ for it.

1 0 Reply
Biswa Ranjan Nayak 19 September 2017

ମୁଁ ଜାଣିଚି ତମେ ମୋର କଥା ବିନା ଶବ୍ଦେ ବୁଝି ନେଇପାର, ତଥାପି ମୋ ମନ ତଳେ ବ୍ୟଥା- ବ୍ୟାକୁଳତା କଥା କହିବା ର! ! Beautiful poem. Nicely penned.

1 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success