ଆଜି ମୋର ଲାଖ ବିନ୍ଧା ଦିନ,
ଜିତିବାର ନାହିଁ ଯାଜ୍ଞସେନୀ...
ତଥାପି ମୁଁ ବିବ୍ରତ, ଉଦ୍ବିଘ୍ନ-
କାଳେ ଧନୁ ଟେକିପାରିବିନି।
ତମେ ଆଜି ମାଛି ଅନ୍ଧାର ରୁ
ବିଛଣା ରୁ ଉଠାଇ ଦେଇଛ,
କାନ ପାଖେ ଓଠ ଥାପିଦେଇ
ଶୁଭେଚ୍ଛା ର ବାରତା ଦେଇଛ ।
ତମ ଉଷ୍ମ ନରମ ପରଶ,
ଆଜି ମୋର ଆଣିଛି ସକାଳ ।
ତମ ଯାଦୁ ଆଙ୍ଗୁଳି ର ଛୁଆଁ
ଏବେ ମୋତେ କରିବ ସଫଳ।।
ଆଜି ମୋର ଲାଖ ବିନ୍ଧା ଦିନ, ଜିତିବାର ନାହିଁ ଯାଜ୍ଞସେନୀ... ତଥାପି ମୁଁ ବିବ୍ରତ, ଉଦ୍ବିଘ୍ନ- କାଳେ ଧନୁ ଟେକିପାରିବିନି। Lovely poem,10+++
ତମ ଉଷ୍ମ ନରମ ପରଶ, ଆଜି ମୋର ଆଣିଛି ସକାଳ । ତମ ଯାଦୁ ଆଙ୍ଗୁଳି ର ଛୁଆଁ ଏବେ ମୋତେ କରିବ ସଫଳ।। Thanks poet for this nice poem shared. 10+
ଆଜି ମୋର ଲାଖ ବିନ୍ଧା ଦିନ, ଜିତିବାର ନାହିଁ ଯାଜ୍ଞସେନୀ... ତଥାପି ମୁଁ ବିବ୍ରତ, ଉଦ୍ବିଘ୍ନ- କାଳେ ଧନୁ ଟେକିପାରିବିନି। Great poem, thanks. 10++
ଆଜି ମୋର ଲାଖ ବିନ୍ଧା ଦିନ, ଜିତିବାର ନାହିଁ ଯାଜ୍ଞସେନୀ... ତଥାପି ମୁଁ ବିବ୍ରତ, ଉଦ୍ବିଘ୍ନ- କାଳେ ଧନୁ ଟେକିପାରିବିନି। Beautiful poem. Nicely penned.
ଆଜି ମୋର ଲାଖ ବିନ୍ଧା ଦିନ, ଜିତିବାର ନାହିଁ ଯାଜ୍ଞସେନୀ... ତଥାପି ମୁଁ ବିବ୍ରତ, ଉଦ୍ବିଘ୍ନ- କାଳେ ଧନୁ ଟେକିପାରିବିନି Wow, a new thrill again! Nice poem dear poet, keep it up. 10+++
This poem has not been translated into any other language yet.
I would like to translate this poem
ତମ ଉଷ୍ମ ନରମ ପରଶ, ଆଜି ମୋର ଆଣିଛି ସକାଳ । ତମ ଯାଦୁ ଆଙ୍ଗୁଳି ର ଛୁଆଁ ଏବେ ମୋତେ କରିବ ସଫଳ।। Beautifully penned. 10++++