ତମେ କାଲି
ସପନ ରେ ଆସି
ମୋ ଆତ୍ମା କୁ
ଦେଲ ଦୋହଲାଇ
କାଲି ଠାରୁ
ମୋ ମନ ଭିତରେ
ଆଗ ପରି
ବିବଶତା ନାହିଁ...
ରାତି ଦିନ
ଲାଗୁଛି ଯେ ଏବେ
ତମେ ଫେରି
ଆସିବ ମୋ ପାଇଁ
ମୋ ଲୁହ ର
ତପସ୍ୟା ଫଳ ରୁ
ମୋ ମାଟି କୁ
ଆସିଚ ଓଲ୍ଲାଇ...
ରାତି ଦିନ ଲାଗୁଛି ଯେ ଏବେ ତମେ ଫେରି ଆସିବ ମୋ ପାଇଁ Loved the poem so nicely crafted. 10++++
ରାତି ଦିନ ଲାଗୁଛି ଯେ ଏବେ ତମେ ଫେରି ଆସିବ ମୋ ପାଇଁ Great poem of love and hope. 10++ for the sharing.
ରାତି ଦିନ ଲାଗୁଛି ଯେ ଏବେ ତମେ ଫେରି ଆସିବ ମୋ ପାଇଁ ମୋ ଲୁହ ର ତପସ୍ୟା ଫଳ ରୁ ମୋ ମାଟି କୁ ଆସିଚ ଓଲ୍ଲାଇ... Great thought.Thanks for sharing 10+++++
ମୋ ଲୁହ ର ତପସ୍ୟା ଫଳ ରୁ ମୋ ମାଟି କୁ ଆସିଚ ଓଲ୍ଲାଇ... Lovely poem shared. 10++ for it.
ମୋ ଲୁହ ର ତପସ୍ୟା ଫଳ ରୁ ମୋ ମାଟି କୁ ଆସିଚ ଓଲ୍ଲାଇ... Lovely poem shared. Nicely penned. 10+++ for it.
ରାତି ଦିନ ଲାଗୁଛି ଯେ ଏବେ ତମେ ଫେରି ଆସିବ ମୋ ପାଇଁ ମୋ ଲୁହ ର ତପସ୍ୟା ଫଳ ରୁ ମୋ ମାଟି କୁ ଆସିଚ ଓଲ୍ଲାଇ... Great emotion, lovely poem. 10+++ for the sharing.
ରାତି ଦିନ ଲାଗୁଛି ଯେ ଏବେ ତମେ ଫେରି ଆସିବ ମୋ ପାଇଁ Lovely poem shared. 10+++
This poem has not been translated into any other language yet.
I would like to translate this poem
ରାତି ଦିନ ଲାଗୁଛି ଯେ ଏବେ ତମେ ଫେରି ଆସିବ ମୋ ପାଇଁ A poem describing hope in love. 10+++