ମିଳନ ର ରଙ୍ଗ- 33 (Milana Ra Ranga -033/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 33 (Milana Ra Ranga -033/Odia Poem)

Rating: 5.0

ତମେ ବୋଧେ

ଦୂରତା ଚାହିଁଛ

ଏତେ ପାଶେ

ମୋତେ ରଖିବା କୁ ଚାହୁଁନାହଁ,



ଭଲ ଲାଗିଥାନ୍ତା

ମୋତେ ଯଦି

ସିଧା ସିଧା,

କହିଥାନ୍ତ, ଆଉ ଆସ ନାହିଁ ।



ତମେ କଣ

ଜାଣିନ ମୋ କଥା

ମୁଁ କେମିତି

ଖୁସୀ ହୁଏ ତୁମକୁ ଦେଖିଲେ?


ତମ ଠୁ ଦୂର କୁ

ଛାଡି କେବେ

ଯିବା ପାଇଁ

ମନ ମୋ ନଥାଏ କେବେ ହେଲେ ।



ଆଉ କେବେ

ଦୂରେଇ ଯିବନି

କଥା ଦିଅ,

ମୁହଁ ଦେଖାଇବ

ଯେବେ ନେବି ମୁଁ ମେଲାଣି ।।


କାଲି ପୁଣି

ଦେଖା ହେବା ଯାଏ

ତୁମ ମୁଁହ

ଦିଶୁଥିବ,

ନାଚୁଥିବ ତୁମରି ଚାହାଣୀ ।।

ମିଳନ ର ରଙ୍ଗ- 33 (Milana Ra Ranga -033/Odia Poem)
Thursday, November 23, 2017
Topic(s) of this poem: longing,love
COMMENTS OF THE POEM
Prativa Rani 23 November 2017

ତମେ କଣ ଜାଣିନ ମୋ କଥା ମୁଁ କେମିତି ଖୁସୀ ହୁଏ ତୁମକୁ ଦେଖିଲେ? Thanks for this lovely poem shared. 10++++

5 0 Reply
Subhas Chandra Chakra 23 November 2017

Thanks Rani for your inspiring words.

0 0
Subhas Chandra Chakra 24 November 2017

Thanks dear, my dear Rani for the beautiful remarks and the words of encouragement.

0 0
Mayurakshi Ojha 02 December 2017

ତମେ କଣ ଜାଣିନ ମୋ କଥା ମୁଁ କେମିତି ଖୁସୀ ହୁଏ ତୁମକୁ ଦେଖିଲେ? Thanks for this lovely poem shared. 10++

0 0 Reply
Seema Sharma Rimi 02 December 2017

ଆଉ କେବେ ଦୂରେଇ ଯିବନି କଥା ଦିଅ, ମୁହଁ ଦେଖାଇବ ଯେବେ ନେବି ମୁଁ ମେଲାଣି ।। Thanks for this lovely poem shared. 10+++ Rini

0 0 Reply
Sonali Parida 02 December 2017

ତମେ କଣ ଜାଣିନ ମୋ କଥା ମୁଁ କେମିତି ଖୁସୀ ହୁଏ ତୁମକୁ ଦେଖିଲେ? Thanks for this lovely poem shared. 10+++ Sonali

1 0 Reply
Kumarmani Mahakul 24 November 2017

ଆଉ କେବେ ଦୂରେଇ ଯିବନି କଥା ଦିଅ, ମୁହଁ ଦେଖାଇବ ଯେବେ ନେବି ମୁଁ ମେଲାଣି ।।..... ଏଠାରେ ପ୍ରେମର ଉତ୍କର୍ଷତା ଓ ଗଭୀରତା ସୁନ୍ଦର ଭାବେ ବର୍ଣିତ ହୋଇଅଛି. ଧନ୍ୟବାଦ କବି ମହାଶୟ. (Here the depth of love has been nicely inscribed. Beautiful poem shared. Thanks)

2 0 Reply
Subhas Chandra Chakra 24 November 2017

Thank you Sir for the frequency of visit on my page. Subhas

0 0
Kumarmani Mahakul 24 November 2017

ଆଉ କେବେ ଦୂରେଇ ଯିବନି କଥା ଦିଅ, ମୁହଁ ଦେଖାଇବ ଯେବେ ନେବି ମୁଁ ମେଲାଣି ।।..... ଏଠାରେ ପ୍ରେମର ଉତ୍କର୍ଷତା ଓ ଗଭୀରତା ସୁନ୍ଦର ଭାବେ ବର୍ଣିତ ହୋଇଅଛି. ଧନ୍ୟବାଦ କବି ମହାଶୟ. (Here the depth of love has been nicely inscribed. Beautiful poem shared. Thanks)

2 0 Reply
Subhas Chandra Chakra 24 November 2017

Thank you revered Sir for for the beautiful remarks and the words of wisdom and encouragement.

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success