ମିଳନ ର ରଙ୍ଗ- 42 (Milana Ra Ranga -042/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 42 (Milana Ra Ranga -042/Odia Poem)

Rating: 5.0

ଲାଗୁଛି ଯେ

ଆଉ ଥରେ

ଆସିଅଛ ଫେରି-

ଠିକ ସେଇ

ରୂପ, ରଂଗ, ଶବ୍ଦ,

ଆଉ ଚାହାଣୀ ରେ


ତୁମେ 'ସୀମା' ମୋର-

ମୋ ପାର୍ଥିବ ଇଚ୍ଛା, ଆବେଗ ର ।

ମୋ ନିଃସର୍ଗ ତୃଷା, ମିଳନ ର ।

ମୋ ଆତ୍ମିକ କ୍ଷୁଧା, ବିରହ ର ।




ତୁମେ ବେଢିଯାଅ ଏବେ

ଛାଇଯାଅ, ମାଟି ରୁ ଆକାଶ-

ଛୁଇଁ ଯାଅ,

ଭରି ଯାଅ,

ଏଇ ମୋର

ତୁମ ବିନା

ଏ ଯାଏ ବି ଖାଲି ଥିବା

ଜୀବନ ର ନଭ, ଜଳ, ସ୍ଥଳ ।।

ମିଳନ ର ରଙ୍ଗ- 42 (Milana Ra Ranga -042/Odia Poem)
Thursday, December 7, 2017
Topic(s) of this poem: desire,longing,love,love and dreams,love and friendship,love and life
COMMENTS OF THE POEM
Monalisa Jena 07 December 2017

ତୁମେ ବେଢିଯାଅ ଏବେ ଛାଇଯାଅ, ମାଟି ରୁ ଆକାଶ- ଛୁଇଁ ଯାଅ, ଭରି ଯାଅ, ଏଇ ମୋର ତୁମ ବିନା ଏ ଯାଏ ବି ଖାଲି ଥିବା ଜୀବନ ର ନଭ, ଜଳ, ସ୍ଥଳ ।। Wow, what a nice presentation sir? Loved the flow of the poem, so beautifully penned.

5 0 Reply
Monalisa Jena 07 December 2017

ତୁମେ ବେଢିଯାଅ ଏବେ ଛାଇଯାଅ, ମାଟି ରୁ ଆକାଶ- ଛୁଇଁ ଯାଅ, ଭରି ଯାଅ, ଏଇ ମୋର ତୁମ ବିନା ଏ ଯାଏ ବି ଖାଲି ଥିବା ଜୀବନ ର ନଭ, ଜଳ, ସ୍ଥଳ ।। Wow, what a nice presentation sir? Loved the flow of the poem, so beautifully penned. 10++++ Monalisa

4 0 Reply
Seema Sharma Rimi 07 December 2017

ଛାଇଯାଅ, ମାଟି ରୁ ଆକାଶ- ଛୁଇଁ ଯାଅ, ଭରି ଯାଅ, ଏଇ ମୋର ତୁମ ବିନା ଏ ଯାଏ ବି ଖାଲି ଥିବା ଜୀବନ ର ନଭ, ଜଳ, ସ୍ଥଳ ।। A great love poem with a touch of deep passion. 10+++

4 0 Reply
Anita Aparajita Das 07 December 2017

ଛାଇଯାଅ, ମାଟି ରୁ ଆକାଶ- ଛୁଇଁ ଯାଅ, ଭରି ଯାଅ, ଏଇ ମୋର ତୁମ ବିନା ଏ ଯାଏ ବି ଖାଲି ଥିବା ଜୀବନ ର ନଭ, ଜଳ, ସ୍ଥଳ ।। Wow, what a nice presentation sir? Loved the flow of the poem, so beautifully penned. 10++++

3 0 Reply
Sabita Sahoo 07 December 2017

ଛାଇଯାଅ, ମାଟି ରୁ ଆକାଶ- ଛୁଇଁ ଯାଅ, ଭରି ଯାଅ, ଏଇ ମୋର ତୁମ ବିନା ଏ ଯାଏ ବି ଖାଲି ଥିବା ଜୀବନ ର ନଭ, ଜଳ, ସ୍ଥଳ ।। A great love poem with a touch of deep passion. 10+++++++

3 0 Reply
Mayurakshi Ojha 02 March 2018

ଛୁଇଁ ଯାଅ, ଭରି ଯାଅ, ଏଇ ମୋର ତୁମ ବିନା ଏ ଯାଏ ବି ଖାଲି ଥିବା ଜୀବନ ର ନଭ, ଜଳ, ସ୍ଥଳ ।। A great love poem with a touch of deep passion. Thanks for sharing it. Eva. 10++++++++++

0 0 Reply
Mayurakshi Ojha 02 March 2018

ଛୁଇଁ ଯାଅ, ଭରି ଯାଅ, ଏଇ ମୋର ତୁମ ବିନା ଏ ଯାଏ ବି ଖାଲି ଥିବା ଜୀବନ ର ନଭ, ଜଳ, ସ୍ଥଳ ।। A great love poem with a touch of deep passion. Thanks for sharing it. Eva.

0 0 Reply
Rajendra Rout 08 December 2017

ଛାଇଯାଅ, ମାଟି ରୁ ଆକାଶ- ଛୁଇଁ ଯାଅ, ଭରି ଯାଅ, ଏଇ ମୋର ତୁମ ବିନା ଏ ଯାଏ ବି ଖାଲି ଥିବା ଜୀବନ ର ନଭ, ଜଳ, ସ୍ଛାଇଯାଅ, ମାଟି ରୁ ଆକାଶ- ଛୁଇଁ ଯାଅ, ଭରି ଯାଅ, ଏଇ ମୋର ତୁମ ବିନା ଏ ଯାଏ ବି ଖାଲି ଥିବା ଜୀବନ ର ନଭ, ଜଳ, ସ୍ଥଳ ।। I enjoy this poe.Thanks for sharing this lovely poem 10++++++

1 0 Reply
Sonali Parida 07 December 2017

ଛୁଇଁ ଯାଅ, ଭରି ଯାଅ, ଏଇ ମୋର ତୁମ ବିନା ଏ ଯାଏ ବି ଖାଲି ଥିବା ଜୀବନ ର ନଭ, ଜଳ, ସ୍ଥଳ ।। Wow, what a nice presentation sir? Loved the flow of the poem, so beautifully penned. 10++++

1 0 Reply
Lopamudra Kajolika 07 December 2017

ଛୁଇଁ ଯାଅ, ଭରି ଯାଅ, ଏଇ ମୋର ତୁମ ବିନା ଏ ଯାଏ ବି ଖାଲି ଥିବା ଜୀବନ ର ନଭ, ଜଳ, ସ୍ଥଳ ।। A great love poem with a touch of deep passion. 10++++++

2 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success