ମୋର ବାକିତକ ପରମାୟୁ ନେଇ
କଥା ଦିଅ,
ଚୁମା ଦେବ-
ମାତ୍ର ଥରୁଟିଏ ପାଇଁ ।
ଜନ୍ମ ଜନ୍ମ
ମଶାଣି ରେ ବଞ୍ଚୁଥିବି ପଛେ
ମୁଁ ଅମର ହୋଇଯିବି-
ତମ ଚୁମା ପାଇ..
ହେଉ ପଛେ
ଥରୁଟିଏ ପାଇଁ ।।
ମୋର ବାକିତକ ପରମାୟୁ ନେଇ କଥା ଦିଅ, ଚୁମା ଦେବ- ମାତ୍ର ଥରୁଟିଏ ପାଇଁ । A romantic appeal in the lines. 10++
ଜନ୍ମ ଜନ୍ମ ମଶାଣି ରେ ବଞ୍ଚୁଥିବି ପଛେ ମୁଁ ଅମର ହୋଇଯିବି- ତମ ଚୁମା ପାଇ.. ହେଉ ପଛେ ଥରୁଟିଏ ପାଇଁ ।। Beautiful poem, highly romantic.10
This poem has not been translated into any other language yet.
I would like to translate this poem
ଜନ୍ମ ଜନ୍ମ ମଶାଣି ରେ ବଞ୍ଚୁଥିବି ପଛେ ମୁଁ ଅମର ହୋଇଯିବି- ତମ ଚୁମା ପାଇ.. ହେଉ ପଛେ ଥରୁଟିଏ ପାଇଁ ।। Very romantic poem.i enjoy this lovely poem