The Smile Of The Taksak-101: (ଦୁଇଟି ତାହାର ଫଣା-01 Odia Poem) Poem by Subhas Chandra Chakra

The Smile Of The Taksak-101: (ଦୁଇଟି ତାହାର ଫଣା-01 Odia Poem)

Rating: 5.0

ଦୁଇଟି ତାହାରଡେଣା-

ଗୋଟିକରେ ଉଡେ ଭଦ୍ରତା ର ଖୋଳେ

ଚିକଣ ଚାକଣ ଦିନ ଆଲୁଅ ରେ

ଧୋବ ଧାଉଳିଆ ସଭା ସମିତି ରେ

ମାରୁଥାଏ ପଇଁତରା- -

ଆର ଡେଣା ନେଇ ଉଡେ ସେ ଅନ୍ଧାରେ

ଆଖି ଉହାଡ ରେ, ଗମ୍ଭିରୀ ଭିତରେ

କଅଁଳ, ନରମ, ଡରକୁଳୀ ଦେହ

ଖୋଜୁଥାଏ ଦିନ ସାରା ।।

Sunday, September 17, 2017
Topic(s) of this poem: evil,human brain,smile,social behaviour,society
COMMENTS OF THE POEM
Sanjukta Sahoo 18 September 2017

Beautiful lines..... ଆଖି ଉହାଡ ରେ, ଗମ୍ଭିରୀ ଭିତରେ କଅଁଳ, ନରମ, ଡରକୁଳୀ ଦେହ ଖୋଜୁଥାଏ ଦିନ ସାରା ।। Nicely penned. 10+++++

7 0 Reply
Seema Sharma Rimi 18 September 2017

ଆର ଡେଣା ନେଇ ଉଡେ ସେ ଅନ୍ଧାରେ ଆଖି ଉହାଡ ରେ, ଗମ୍ଭିରୀ ଭିତରେ କଅଁଳ, ନରମ, ଡରକୁଳୀ ଦେହ ଖୋଜୁଥାଏ ଦିନ ସାରା ।। A great boost to the fight against gender disparity and eve teasing. 10++++

6 0 Reply
Soumya Ranjan Rout 08 October 2017

ଆର ଡେଣା ନେଇ ଉଡେ ସେ ଅନ୍ଧାରେ ଆଖି ଉହାଡ ରେ, ଗମ୍ଭିରୀ ଭିତରେ କଅଁଳ, ନରମ, ଡରକୁଳୀ ଦେହ ଖୋଜୁଥାଏ ଦିନ ସାରା ।। Great poem against social gaints who torchour the smooth, soft and beautiful girls.Thanking sir for sharing this poem10++++.It is a most popular poem against social gaints.

1 0 Reply
Anuranjita Ghadei 20 September 2017

ଆର ଡେଣା ନେଇ ଉଡେ ସେ ଅନ୍ଧାରେ ଆଖି ଉହାଡ ରେ, ଗମ୍ଭିରୀ ଭିତରେ କଅଁଳ, ନରମ, ଡରକୁଳୀ ଦେହ ଖୋଜୁଥାଏ ଦିନ ସାରା ।। This is a great poem against the social devils positioned at high places who have two faces. Thanks for the sharing of the poem. 10 for it.

3 0 Reply
Anuranjita Ghadei 20 September 2017

ଆର ଡେଣା ନେଇ ଉଡେ ସେ ଅନ୍ଧାରେ ଆଖି ଉହାଡ ରେ, ଗମ୍ଭିରୀ ଭିତରେ କଅଁଳ, ନରମ, ଡରକୁଳୀ ଦେହ ଖୋଜୁଥାଏ ଦିନ ସାରା ।। This is a great poem against the social devils positioned at high places who have two faces. Thanks for the sharing of the poem. 10 for it.

3 0 Reply
Anita Aparajita Das 18 September 2017

ଆର ଡେଣା ନେଇ ଉଡେ ସେ ଅନ୍ଧାରେ ଆଖି ଉହାଡ ରେ, ଗମ୍ଭିରୀ ଭିତରେ କଅଁଳ, ନରମ, ଡରକୁଳୀ ଦେହ ଖୋଜୁଥାଏ ଦିନ ସାରା ।। Great satire against people searching for flesh in tender ones, like vultures. Nicely penned against eve teasers. 10+++++

3 0 Reply
D Priyanka Singh 18 September 2017

ଗୋଟିକରେ ଉଡେ ଭଦ୍ରତା ର ଖୋଳେ ଚିକଣ ଚାକଣ ଦିନ ଆଲୁଅ ରେ ଧୋବ ଧାଉଳିଆ ସଭା ସମିତି ରେ ମାରୁଥାଏ ପଇଁତରା- - It's a sharp remark against people like one ex-principal of a CBSE schools of Odisha, I know. Such people are like vultures hunting on young girls. Nice poem sir. 10++++++

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success