ଚମତ୍କାର- -ଏ ଜୀବନ
ଜୀବନରାସ୍ତା ରେ
ବେଳେ ବେଳେ , ଜାଣି ଶୁଣି
ହଜାଇ ଦେବାକୁପଡେ
ପ୍ରିୟ ମଣିଷର ଠିକଣା ,
ସମ୍ପର୍କକୁ ଚୁପଚାପ
ପଛ ରେଛାଡି ଦେବାକୁ ହୁଏ,
ମନରଅଳିନ୍ଦ ରେ,
ଲୁଚେଇ ରଖିବାକୁହୁଏ,
ପ୍ରିୟସ୍ମୃତି (smruti) ସବୁ
ଅନ୍ତର ର କେଉଁଗହୀରରେ
ନିଶ୍ୱାସ ରୁନ୍ଧିହେଉ ଥିଲା ବେଳେ
ଜୀଇଁବାକୁହୁଏ, ଏକସୁଖୀ ଜୀବନ ,
ଆଖିର ଲୁହକୁଢ଼ୋକି ଦେଇ
ଓଠ ରେମାଖି ନେବାକୁ ପଡେମିଠା ହସ,
ସତେ , ଚମତ୍କାରଏଜୀବନ!
ଆଖିର ଲୁହକୁଢ଼ୋକି ଦେଇ ଓଠ ରେମାଖି ନେବାକୁ ପଡେମିଠା ହସ, ସତେ, ଚମତ୍କାରଏଜୀବନ! ........bastabik, e heebana chamatkar. This is a beautiful philosophical poem nicely inscribed. Thanks for sharing.
Thank you so much, Sir, for your appreciative comment.Life is never a smooth road.It is full of contradictions.To live life one may have to smile when his heart is crying or try crying when he does not feel like crying.
A beautiful poem! Natural expression! Thanks for sharing....10.
This poem has not been translated into any other language yet.
I would like to translate this poem
ଜୀବନ, ଏ ଜୀବନ କଥା, ସୃଷ୍ଟି କରିଅଛ ଏହା ବିଚିତ୍ର ଭାବରେ ଜୀବନର ଜଟିଳ ରାସ୍ତାରେ କୁଟିଳ ପଥରେ ଗତି କରୁ କରୁ ଛନ୍ଦି ହୋଇଯାଏ ଯେବେ ସରଳ ମନିଷଟି ହଜାଇ ଦିଏ ତ ପ୍ରିୟ ମଣିଷର ଠିକଣା। ଦୁଃଖ ଲହଡିକୁ ପାରି ହୋଇ ଯେବେ ଜୀଈଂବାକୁ ହୁଏ ପୁନଃ ପୁନଃ ଦେଖାଇ ଦେଇ ଓଠରେ ମିଠା ହସ ଟିଏ ଖୁବ ସୁନ୍ଦର ବର୍ଣନା ହୋଇଛି ଏ ଗୀତ ତବେ ପ୍ରଶଂସା କରୁଛି ସତତ ଧନ୍ୟବାଦ କବୟତ୍ରୀ ଧନ୍ୟବାଦ ତବେ ।