ଅନନ୍ୟପ୍ରେମ Poem by Bharati Nayak

ଅନନ୍ୟପ୍ରେମ

Rating: 5.0

ଗୋଲାପ ର ଲାଲପାଖୁଡାତଳେ
କଣ୍ଟକ ଥିଲାରା଼ତ୍ରୀ ଉଜାଗର
ପ୍ରହରୀଭଳି ଜଗିରହିଥିଲା
କେହି ଦୁର୍ଦାନ୍ତ
ସରଳକୋମଳ ଗୋଲାପଟିକୁ ଛିନ୍ନନ କରୁ

କଣ୍ଟକତାର ତୀକ୍ଷ୍ଣତରବାରୀଧରିଜାଗ୍ରତ
ତୋଳିଧରିଛିମସ୍ତକରେ ଗୋଲାପ
ଟିକିଏ ସୁରଭି, ସାମାନ୍ୟ ସ୍ପର୍ଶ
ସେଇତାରପ୍ରାପ୍ୟ
ଆଜୀବନମଥାରେଟେକିରଖିବାରେ ହିଁ
ତାରପରମସୁଖ

COMMENTS OF THE POEM
Kumarmani Mahakul 02 December 2020

କଣ୍ଟା ଓ ଗୋଲାପ ଫୁଲ, ଗୋଲାପ ଓ କଣ୍ଟା କଣ୍ଟା! ଭଲ ପାଏ ବୋଲି ସିନା ରାତ୍ରୀ ଉଜାଗର ପ୍ରହରୀ ସମ ରହିଥାଏ ଜଗି ଦୁର୍ଦ୍ଦାନ୍ତର ନିର୍ମମ ହସ୍ତରୁ କରିଥାଏ ରକ୍ଷା ସୁରଭି ଟିକକ ପାଇଁ କେତେ ପରିଶ୍ରମ ପ୍ରେମରେ ରହିଛି ସିନା ଅପ୍ରମିତ ବଳ । ଧନ୍ଯ ତୁମ୍ଭେ କବୟତ୍ରୀ ଧନ୍ଯ ତବ ଗୀତ କରିଛ ରଚନା ମନେ ଆଣଇ ପୁଲ୍ଲକ ପଢିବାକୁ ବାର ବାର ହେଉଅଛି ଇଚ୍ଛା ସୃଜନୀ ଶକ୍ତିକୁ ତବ ଜଗତର ପିତା କରୁଥାନ୍ତୁ ମର୍ମସ୍ପର୍ଶୀ ସକଳ ସମୟେ ।

0 0 Reply
Unnikrishnan E S 05 June 2019

Odiya is Greek to me

0 0 Reply
Kumarmani Mahakul 04 June 2019

କଣ୍ଟକତାର ତୀକ୍ଷ୍ଣତରବାରୀଧରିଜାଗ୍ରତ ତୋଳିଧରିଛିମସ୍ତକରେ ଗୋଲାପ ଟିକିଏ ସୁରଭି, ସାମାନ୍ୟ ସ୍ପର୍ଶ ସେଇତାରପ୍ରାପ୍ୟ ଆଜୀବନମଥାରେଟେକିରଖିବାରେ ହିଁ ତାରପରମସୁଖ......ଅନନ୍ୟ ପ୍ରେମର ଉତ୍କୃଷ୍ଟ ଉଦାହରଣ. ବାସ୍ତବିକ ଏହା ଏକ ସୁନ୍ଦର କବିତା. ଧନ୍ୟବାଦ. Really it is beautiful poem on unique love having touching expression. Thanks for sharing.10

0 0 Reply
Dr Dillip K Swain 01 June 2019

ଗୋଲାପ ର ଲାଲପାଖୁଡାତଳେ କଣ୍ଟକ ଥିଲାରା଼ତ୍ରୀ ଉଜାଗର ପ୍ରହରୀଭଳି ଜଗିରହିଥିଲା କେହି ଦୁର୍ଦାନ୍ତ ସରଳକୋମଳ ଗୋଲାପଟିକୁ ଛିନ୍ନନ କରୁ....thrilling expression! A beautiful poem.........................10

0 0 Reply
Gajanan Mishra 31 May 2019

ପରମ ସୁଖ ପ୍ରେମରେ, ଫୁଲ ପ୍ରତୀକ ସୁଖର, ସୁନ୍ଦର।

0 0 Reply
READ THIS POEM IN OTHER LANGUAGES
Close
Error Success