ଏବେ ଆଉ ମୋ ଭିତରେ
ଆଗ ପରି ନାହିଁ ଜ୍ବାଳା, ନୀଳ ଅବଶୋଷ
ସବୁ କିଛି ମିଠା ମିଠା
ସପନ ରେ ଆଗ ପରି ଭରିଗଲା
ତୁମ ସ୍ବର, ଯାଦୁକରୀ ମହକ, ପରଶ ।।
ମୋ ଭିତରେ ତମେ ଏବେ
ଭରିଗଲ କୋଣେ ଅନୁ କୋଣେ
ଜୀବନର ସାରା ରାସ୍ତା, ସୀମା ସରହଦ,
ଏବେ ଆଉ ହେଉନାହିଁ ଅବୁଝା ଅବୋଧ
ଜଳୁନାହିଁ ମନ ଏବେ, କାମନାରେ, ବାସନାରେ
ଝୁରୁନାହିଁ ନୀଳ ବେଦନାରେ, ହଜୁନାହିଁ ନିଦ ।।
ମୋ ଭିତରେ ତମେ ଏବେ ଭରିଗଲ କୋଣେ ଅନୁ କୋଣେ ଜୀବନର ସାରା ରାସ୍ତା, ସୀମା ସରହଦ, ଏବେ ଆଉ ହେଉନାହିଁ ଅବୁଝା ଅବୋଧ Wow what a beautiful odia poem Thanks for sharing this poem 💯+++++
ମୋ ଭିତରେ ତମେ ଏବେ ଭରିଗଲ କୋଣେ ଅନୁ କୋଣେ ଜୀବନର ସାରା ରାସ୍ତା, ସୀମା ସରହଦ, ଏବେ ଆଉ ହେଉନାହିଁ ଅବୁଝା ଅବୋଧ Lovely poem shared. 10+++
Dear DP, Thanks for such lavishing remarks and beautiful words of encouragement.
ମୋ ଭିତରେ ତମେ ଏବେ ଭରିଗଲ କୋଣେ ଅନୁ କୋଣେ ଜୀବନର ସାରା ରାସ୍ତା, ସୀମା ସରହଦ, ଏବେ ଆଉ ହେଉନାହିଁ ଅବୁଝା ଅବୋଧ ଜଳୁନାହିଁ ମନ ଏବେ, କାମନାରେ, ବାସନାରେ ଝୁରୁନାହିଁ ନୀଳ ବେଦନାରେ, ହଜୁନାହିଁ ନିଦ । A great love lorn poem. Thanks for the sharing.
Sabita, Thanks for such lavishing remarks and beautiful words of encouragement.
marvellous love poems.helped me in liking the oriya love poems once again.step by step, thanks subhas for the wonderful weaving of words.
Thanks Aasiq, Thanks for such lavishing remarks and beautiful words of encouragement. Sorry for being so late in responding.
ମୋ ଭିତରେ ତମେ ଏବେ ଭରିଗଲ କୋଣେ ଅନୁ କୋଣେ ଜୀବନର ସାରା ରାସ୍ତା, ସୀମା ସରହଦ, Beautiful poem with good lyrics. 10 for it.
Dear Sanjukta, Thanks for such lavishing remarks and beautiful words of encouragement.
This poem has not been translated into any other language yet.
I would like to translate this poem
ସବୁ କିଛି ମିଠା ମିଠା ସପନ ରେ ଆଗ ପରି ଭରିଗଲା ତୁମ ସ୍ବର, ଯାଦୁକରୀ ମହକ, ପରଶ ।। ବହୁତ ସୁନ୍ଦର ହୋଇଛି, ଏଇ ଉଦ୍ୟମ ଜାରି ରଖନ୍ତୁ ।। Thanks for sharing the beautiful poem of deep passionate love. 10 for it.