ସମୟ ତ
ସର୍ବଶ୍ରେଷ୍ଠ ଯାଦୁକର ଯିଏ
ପଲକ ର
ଯାଦୁ ଛଡି ଛୁଆଁ ଦେଇ
ବଦଳାଇ ଦେଲା ମୋର -
ଯୁଗ ଯୁଗ ଲୁହ ପିଇ
ବଞ୍ଚିଥିବା,
ଅୟୁତ ଏ ବେଦନାର
ନାଗ ଦଂଶନ ର
ବିଷ ପିଇ ପିଇ
ଯାହା ସବୁ
ତୁମ ବିରହ ରେ ଲେଖା
ଅନ୍ତର ସିଲଟ ପରେ,
ମୋ ଆତ୍ମା ର
ଲହୁ ର ଅକ୍ଷର ।।
ଯୁଗ ଯୁଗ ଲୁହ ପିଇ ବଞ୍ଚିଥିବା, ଅୟୁତ ଏ ବେଦନାର ନାଗ ଦଂଶନ ର ବିଷ ପିଇ ପିଇ ଯାହା ସବୁ ତୁମ ବିରହ ରେ ଲେଖା ଅନ୍ତର ସିଲଟ ପରେ, ମୋ ଆତ୍ମା ର ଲହୁ ର ଅକ୍ଷର ।। Lovely poem shared. 10+++
ଯାହା ସବୁ ତୁମ ବିରହ ରେ ଲେଖା ଅନ୍ତର ସିଲଟ ପରେ, ମୋ ଆତ୍ମା ର ଲହୁ ର ଅକ୍ଷର ।। A Quite elegant poem. Feel like reading again and again. 10 for the sharing.
ତୁମ ବିରହ ରେ ଲେଖା ଅନ୍ତର ସିଲଟ ପରେ, ମୋ ଆତ୍ମା ର ଲହୁ ର ଅକ୍ଷର ।। ଅତି ସୁନ୍ଦର ହୋଇଛି ।। Thanks for the sharing of this lovely poem.
ଯାହା ସବୁ ତୁମ ବିରହ ରେ ଲେଖା ଅନ୍ତର ସିଲଟ ପରେ, ମୋ ଆତ୍ମା ର ଲହୁ ର ଅକ୍ଷର ।। Beautiful and adorable piece of work. Thanks. 10++ for it.
This poem has not been translated into any other language yet.
I would like to translate this poem
ଯାହା ସବୁ ତୁମ ବିରହ ରେ ଲେଖା ଅନ୍ତର ସିଲଟ ପରେ, ମୋ ଆତ୍ମା ର ଲହୁ ର ଅକ୍ଷର ।। Great poem shired Thanks for sharing this poem 💯+++++