ତମକୁ କାହିଁକି ଏେତ
ଭଲ ପାଇଗଲି?
ପହିଲି ଛୁଆଁ ର ବେଳେ
ତୁମ ନୀଳ ଚାହାଣୀ ରେ
ମୋ ନିଜକୁ ଏକାବେଳେ
ହଜାଇ ବସିଲି? ?
ତୁମକୁ ଭେଟିବା ଆଗୁଁ
ଏମିତି ନ ଥିଲା ।।
କେହି ବୋଲି କେହି ଜଣେ
ଏତେ ବେଶୀ
ନିଜର ନ ଥିଲା..।।
ତୁମ ଭସା ଭସା ଆଖି
ନୀଳ ଚାହାଣୀ ର
ଯାଦୁକରୀ ଛୁଆଁ
କି କିମିଆ କଲା...
ପଲକ ରେ
ବାର ବର୍ଷ ବିରହ ର
ଅବସାନ ହେଲା..।।।
ତମକୁ କାହିଁକି ଏେତ ଭଲ ପାଇଗଲି? ପହିଲି ଛୁଆଁ ର ବେଳେ ତୁମ ନୀଳ ଚାହାଣୀ ରେ ମୋ ନିଜକୁ ଏକାବେଳେ ହଜାଇ ବସିଲି? ? Great appeal.Deep love. ତୁମକୁ ଭେଟିବା ଆଗୁଁ ଏମିତି ନ ଥିଲା ।। କେହି ବୋଲି କେହି ଜଣେ ଏତେ ବେଶୀ ନିଜର ନ ଥିଲା..।। Describes the kind of loneliness you had been through. ତୁମ ଭସା ଭସା ଆଖି ନୀଳ ଚାହାଣୀ ର ଯାଦୁକରୀ ଛୁଆଁ କି କିମିଆ କଲା... ପଲକ ରେ ବାର ବର୍ଷ ବିରହ ର ଅବସାନ ହେଲା..।।। Beautiful ending, thank you for this heart touching poem.
ପହିଲି ଛୁଆଁ ର ବେଳେ ତୁମ ନୀଳ ଚାହାଣୀ ରେ ମୋ ନିଜକୁ ଏକାବେଳେ ହଜାଇ ବସିଲି? ? ତୁମକୁ ଭେଟିବା ଆଗୁଁ ଏମିତି ନ ଥିଲା ।। କେହି ବୋଲି କେହି ଜଣେ ଏତେ ବେଶୀ ନିଜର ନ ଥିଲା..।। ତୁମ ଭସା ଭସା ଆଖି ନୀଳ ଚାହାଣୀ ର ଯାଦୁକରୀ ଛୁଆଁ କି କିମିଆ କଲା... ପଲକ ରେ ବାର ବର୍ଷ ବିରହ ର ଅବସାନ ହେଲା..।।। A lovely story hidden inside a beautiful lyric of love? Thanks Subhas for this unique poem.
ତୁମ ଭସା ଭସା ଆଖି ନୀଳ ଚାହାଣୀ ର ଯାଦୁକରୀ ଛୁଆଁ କି କିମିଆ କଲା... ପଲକ ରେ ବାର ବର୍ଷ ବିରହ ର ଅବସାନ ହେଲା..।।। Ah..poem..Classic in every aspect dear...Thanks poet.
Oh! ki sundara barnana, manamugdhakara o hrudayasparshi. Ruhantuta kichhi pankti apanankara ethi thoei die... ତୁମ ଭସା ଭସା ଆଖି ନୀଳ ଚାହାଣୀ ର ଯାଦୁକରୀ ଛୁଆଁ କି କିମିଆ କଲା... ପଲକ ରେ ବାର ବର୍ଷ ବିରହ ର ଅବସାନ ହେଲା..।।। Beautiful poem. Thanks for sharing.
This poem has not been translated into any other language yet.
I would like to translate this poem
ପହିଲି ଛୁଆଁ ର ବେଳେ ତୁମ ନୀଳ ଚାହାଣୀ ରେ ମୋ ନିଜକୁ ଏକାବେଳେ ହଜାଇ ବସିଲି? ? The art of expressing first love is superb..I love your poem so much.