ତୁମକୁ ଭେଟିବା ପରେ-047 (Tumaku Bhetiba Pare-47/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-047 (Tumaku Bhetiba Pare-47/Odia Poem)

Rating: 5.0

ଆଜି ପୁଣି ପୂର୍ଣିମା ରେ

ତୁମକୁ ମୁଁ ଆଉ ଥରେ

ପାଖ ରେ ପାଇଲି,

ମୋ ଆଖି ରେ ଲୁହ ଜମା

ରୋକି ହେଲା ନାହିଁ -


ଅନ୍ତର ର କୋହ ତକ

ନିଗାଡିଲା ଯାଏ-

ତୁମ ପ୍ରତିଚ୍ଛବି ପାଶେ

ବଖାଣି ବସିଲି ।।

ଜାଣି ନାଇଁ

ତୁମ ଆଖି ରେ ମୁଁ

ସେମିତି ରହିଲି

କି ଆଉ ପାଦେ

ତଳ କୁ ଖସିଲି ! !

Saturday, September 23, 2017
Topic(s) of this poem: love
COMMENTS OF THE POEM
Prativa Rani 21 November 2017

ଜାଣି ନାଇଁ ତୁମ ଆଖି ରେ ମୁଁ ସେମିତି ରହିଲି କି ଆଉ ପାଦେ ତଳ କୁ ଖସିଲି! ! Nice line containing an emotional appeal. 10++

0 0 Reply
Anita Aparajita Das 09 October 2017

ଜାଣି ନାଇଁ ତୁମ ଆଖି ରେ ମୁଁ ସେମିତି ରହିଲି କି ଆଉ ପାଦେ ତଳ କୁ ଖସିଲି! ! Lovely poem. 10+++

1 0 Reply
Seema Sharma Rimi 25 September 2017

ଜାଣି ନାଇଁ ତୁମ ଆଖି ରେ ମୁଁ ସେମିତି ରହିଲି କି ଆଉ ପାଦେ ତଳ କୁ ଖସିଲି! ! A lovely poem with a strong hold on emotion. Thanks for sharing. 10+++

3 0 Reply
Sanjukta Sahoo 24 September 2017

ଜାଣି ନାଇଁ ତୁମ ଆଖି ରେ ମୁଁ ସେମିତି ରହିଲି କି ଆଉ ପାଦେ ତଳ କୁ ଖସିଲି! ! Nice line containing an emotional appeal. 10++

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success