ତୁମକୁ ଭେଟିବା ପରେ-049 (Tumaku Bhetiba Pare-49/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-049 (Tumaku Bhetiba Pare-49/Odia Poem)

Rating: 5.0

କାଲି ଠାରୁ ବିଚିତ୍ର ଲାଗୁଛି-

ବେଳେ ବେଳେ ସାଗୁଛି ଯେ

ତମେ ମୋତେ ସତେ ଅବା

ପୂରା ମିଳିଗଲ,

ଆଉ ଥରେ ଏଇ ଜନମ ରେ ।


ପୁଣି କେବେ ଏମିତି ଲାଗୁଛି

ଯେମିତିକା ଖୁବ୍ ଶୀଘ୍ର

ଏ ସାକ୍ଷାତ ପର୍ବ-ପର୍ଯ୍ୟାୟ ର

ସମାପ୍ତି ଆସିବ, ପୁଣି

ଚାଲି ଯିବା ଆମେ ଦୂରେ ଦୂରେ ।।


ସତେ କଣ ଏମିତି ଘଟିବ?

ଆମ ଦୁହିଙ୍କ ଦୁନିଆ

ବାର ବାର ଏକ ହେବ,

ଅଲଗା ବି ହେବ? ?

ତୁମକୁ ଭେଟିବା ପରେ-049 (Tumaku Bhetiba Pare-49/Odia Poem)
Sunday, September 24, 2017
Topic(s) of this poem: love
COMMENTS OF THE POEM
Prativa Rani 21 November 2017

ସତେ କଣ ଏମିତି ଘଟିବ? ଆମ ଦୁହିଙ୍କ ଦୁନିଆ ବାର ବାର ଏକ ହେବ, ଅଲଗା ବି ହେବ? ? A passionate love and an expected apprehension. Thanks for the sharing. 10++

0 0 Reply
Anita Aparajita Das 09 October 2017

ସତେ କଣ ଏମିତି ଘଟିବ? ଆମ ଦୁହିଙ୍କ ଦୁନିଆ ବାର ବାର ଏକ ହେବ, ଅଲଗା ବି ହେବ? ? Great poem thanks for it. 10+++

1 0 Reply
Sanjukta Sahoo 25 September 2017

ସତେ କଣ ଏମିତି ଘଟିବ? ଆମ ଦୁହିଙ୍କ ଦୁନିଆ ବାର ବାର ଏକ ହେବ, ଅଲଗା ବି ହେବ? ? Fear of separation well expressed. 10+++

2 0 Reply
Seema Sharma Rimi 25 September 2017

ସତେ କଣ ଏମିତି ଘଟିବ? ଆମ ଦୁହିଙ୍କ ଦୁନିଆ ବାର ବାର ଏକ ହେବ, ଅଲଗା ବି ହେବ? ? A passionate love and an expected apprehension. Thanks for the sharing. 10++++

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success