ମିଳନ ର ରଙ୍ଗ- 05 (Milana Ra Ranga -005/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 05 (Milana Ra Ranga -005/Odia Poem)

Rating: 5.0

ଏ ଭିତରେ

ଚଉଦ ବରଷ-

ବିତିଲାଣି

ତୁମ ଗଲା ଦିନୁଁ...



ନୂଆ ଏଇ

ରୂପ ରଙ୍ଗ, ସ୍ପର୍ଶ..

ଭୂଲାଉଛି

ପୂର୍ବ ଛବି ମନୁଁ..



ଏବେ ଲାଗେ

ତୁମେ ହିଁ ଆସିଛ,

ମୋ ପାଖ କୁ

ରୂପ ବଦଳାଇ



ଖାଲି ଯାହା

ବଦଳିଛି ନାଆଁ

ବାକି ସବୁ

ଅଛି ଏକା ସେହି...

ମିଳନ ର ରଙ୍ଗ- 05 (Milana Ra Ranga -005/Odia Poem)
Monday, October 16, 2017
Topic(s) of this poem: longing,love,love and friendship,love and life,meeting,colors,desire
COMMENTS OF THE POEM
Suratha Kumar Rout 16 October 2017

ଏବେ ଲାଗେ ତୁମେ ହିଁ ଆସିଛ, ମୋ ପାଖ କୁ ରୂପ ବଦଳାଇ Lovely poem sir. 10+++

3 0 Reply
D Priyanka Singh 28 October 2017

ଏବେ ଲାଗେ ତୁମେ ହିଁ ଆସିଛ, ମୋ ପାଖ କୁ ରୂପ ବଦଳାଇ ଖାଲି ଯାହା ବଦଳିଛି ନାଆଁ ବାକି ସବୁ ଅଛି ଏକା ସେହି... Wow, great poem, lovely to read, 10+++ for the sharing.

0 0 Reply
Alina Kaikeyi 28 October 2017

ଏବେ ଲାଗେ ତୁମେ ହିଁ ଆସିଛ, ମୋ ପାଖ କୁ ରୂପ ବଦଳାଇ Beautiful appeal in the poem, thanks for it. 10+++

1 0 Reply
Prativa Rani 16 October 2017

ଖାଲି ଯାହା ବଦଳିଛି ନାଆଁ ବାକି ସବୁ ଅଛି ଏକା ସେହି... A great poem shared. 10+++

2 0 Reply
Seema Sharma Rimi 16 October 2017

ଖାଲି ଯାହା ବଦଳିଛି ନାଆଁ ବାକି ସବୁ ଅଛି ଏକା ସେହି... Lovely one, so nice write. 10+++++

2 0 Reply
Sanjukta Sahoo 16 October 2017

ଖାଲି ଯାହା ବଦଳିଛି ନାଆଁ ବାକି ସବୁ ଅଛି ଏକା ସେହି... Loved the poem so nicely written. 10++

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success