ତୁମକୁ ଭେଟିବା ପରେ-050 (Tumaku Bhetiba Pare-50/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-050 (Tumaku Bhetiba Pare-50/Odia Poem)

Rating: 5.0

ପୂର୍ବ ଥର ଭଳି କଣ

ରହିବ ମୋ ଜୀବନ ରେ ତମେ

ଠିକ ସେଇ ସାତ ବର୍ଷ ପାଇଁ?

ନା, ତମ ଆସିବା ର ସେଇ

ପୂଣ୍ୟ ବଳ ନେଇ

ଜୀବନ ରୁ ବିରହ ର ଅବସାନ ହେବ-

ସବୁ ଦିନ ପାଇଁ,

ଅବଶିଷ୍ଟ ପରମାୟୁ ପାଇଁ? ?


ଖାଲି ଏ ଜନମ ନୁହଁ

ଏଇ ଜନ୍ମ, ପର ଜନ୍ମ,

ଯେତେ ଯେତେ ବାର ଆମେ

ଏ ମାଟି କୁ ଆସୁଥିବା, ଜନ୍ମ ନେଉଥିବା,

ବାର ବାର ଭେଟୁଥିବା, ସାଥି ହେଉଥିବା

ସାତ ଜନ୍ମ ପାଇଁ!

ସବୁ ଜନ୍ମ ପାଇଁ! !

ଇଏ ହେବ ମିଳନ ର

ସର୍ବ ଶେଷ ବାର,

ମନ-ମନ, ଦେହ-ଦେହ

ପ୍ରାଣ-ପ୍ରାଣ, ଆତ୍ମା-ଆତ୍ମା଼

ଏକାଠି ହେବାର ।।।

ତୁମକୁ ଭେଟିବା ପରେ-050 (Tumaku Bhetiba Pare-50/Odia Poem)
Sunday, September 24, 2017
Topic(s) of this poem: birth,love,love and art,love and dreams,love and friendship,love and life,meeting,soul mate
COMMENTS OF THE POEM
Prativa Rani 21 November 2017

ମନ-ମନ, ଦେହ-ଦେହ ପ୍ରାଣ-ପ୍ରାଣ, ଆତ୍ମା-ଆତ୍ମା଼ ଏକାଠି ହେବାର ।।। Beautiful poem. 10+++

0 0 Reply
Anita Aparajita Das 09 October 2017

ଯେତେ ଯେତେ ବାର ଆମେ ଏ ମାଟି କୁ ଆସୁଥିବା, ଜନ୍ମ ନେଉଥିବା, ବାର ବାର ଭେଟୁଥିବା, ସାଥି ହେଉଥିବା ସାତ ଜନ୍ମ ପାଇଁ! ସବୁ ଜନ୍ମ ପାଇଁ! ! Loved this nice poem. 10+++

1 0 Reply
Sanjukta Sahoo 25 September 2017

ଯେତେ ଯେତେ ବାର ଆମେ ଏ ମାଟି କୁ ଆସୁଥିବା, ଜନ୍ମ ନେଉଥିବା, ବାର ବାର ଭେଟୁଥିବା, ସାଥି ହେଉଥିବା ସାତ ଜନ୍ମ ପାଇଁ! ସବୁ ଜନ୍ମ ପାଇଁ! ! Beautiful expression of passion between lovers. Thanks poet. 10++++

2 0 Reply
Seema Sharma Rimi 25 September 2017

ଇଏ ହେବ ମିଳନ ର ସର୍ବ ଶେଷ ବାର, ମନ-ମନ, ଦେହ-ଦେହ ପ୍ରାଣ-ପ୍ରାଣ, ଆତ୍ମା-ଆତ୍ମା଼ ଏକାଠି ହେବାର ।।। Beautiful poem. 10+++

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success