ତୁମକୁ ଭେଟିବା ପରେ-051 (Tumaku Bhetiba Pare-51/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-051 (Tumaku Bhetiba Pare-51/Odia Poem)

Rating: 5.0

ଅବଶିଷ୍ଟ କେତେ ଦିନ ପାଇଁ

ଆମେ ଦୁହେଁ ଭେଟିବା ଏ ବର୍ଷ?

ଅବଶିଷ୍ଟ କେତେ ବର୍ଷ ଧରି

ଆମେ ବାଣ୍ଟୁଥିବା କାନ୍ଦ, ହସ? ?



ତମ ସାଥେ ଏକା ଆସନ ରେ

ବସି ଥିଲି ସେ ଦିନ ଯେଉଁଠି-

ତମ କଥା ମନେ ପକାଉଚି

ଏବେ ବସି ବସି ମୁଁ ସେଇଠି ।।



ଭାବୁଚି ମୁଁ ଆଉ କେତେ ଦିନ

ଭେଟିବି ମୁଁ ତୁମକୁ ଏଠାରେ-

କେତେ ଦିନ, କେତେ ରାତି ଆଉ

ଖୋଜୁଥିବି ଏ ଶୂନ୍ୟ ଛାତ ରେ ।।

ତୁମକୁ ଭେଟିବା ପରେ-051 (Tumaku Bhetiba Pare-51/Odia Poem)
Sunday, September 24, 2017
Topic(s) of this poem: love
COMMENTS OF THE POEM
Prativa Rani 21 November 2017

ଭେଟିବି ମୁଁ ତୁମକୁ ଏଠାରେ- କେତେ ଦିନ, କେତେ ରାତି ଆଉ ଖୋଜୁଥିବି ଏ ଶୂନ୍ୟ ଛାତ ରେ ।। Great poem of love. Thanks poet. 10+++

1 0 Reply
Anita Aparajita Das 09 October 2017

ଭାବୁଚି ମୁଁ ଆଉ କେତେ ଦିନ ଭେଟିବି ମୁଁ ତୁମକୁ ଏଠାରେ- କେତେ ଦିନ, କେତେ ରାତି ଆଉ ଖୋଜୁଥିବି ଏ ଶୂନ୍ୟ ଛାତ ରେ ।। Lovely poem shared,10+++ for it.

2 0 Reply
Sanjukta Sahoo 25 September 2017

ଭାବୁଚି ମୁଁ ଆଉ କେତେ ଦିନ ଭେଟିବି ମୁଁ ତୁମକୁ ଏଠାରେ- କେତେ ଦିନ, କେତେ ରାତି ଆଉ ଖୋଜୁଥିବି ଏ ଶୂନ୍ୟ ଛାତ ରେ ।। Nicely penned to express inner pain and ppassion. Thanks for the sharing. 10++++

3 0 Reply
Seema Sharma Rimi 25 September 2017

ଭାବୁଚି ମୁଁ ଆଉ କେତେ ଦିନ ଭେଟିବି ମୁଁ ତୁମକୁ ଏଠାରେ- କେତେ ଦିନ, କେତେ ରାତି ଆଉ ଖୋଜୁଥିବି ଏ ଶୂନ୍ୟ ଛାତ ରେ ।। Great poem of love. Thanks poet. 10++++

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success