ମିଳନ ର ରଙ୍ଗ- 13 (Milana Ra Ranga -013/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 13 (Milana Ra Ranga -013/Odia Poem)

Rating: 5.0

ତମେ ସେଇ ଟିକି ଫୁଲ

ଓଠ ପାଖୁଡା ରେ

ବୋକ ଦେବ, ତୁମ ରକ୍ତ

ଓଠର ଧାର ରେ ।



ସେ ପରଶ ପାଇଗଲେ

ତୁମ ପାଶୁଁ ଏକା,

ରଙ୍ଗେ ଛାଇ ଯିବ ମୋର

ନୀଳ ଉପତ୍ୟକା ।।

ମିଳନ ର ରଙ୍ଗ- 13 (Milana Ra Ranga -013/Odia Poem)
Thursday, November 2, 2017
Topic(s) of this poem: longing,love
POET'S NOTES ABOUT THE POEM
A meeting with the soul mate, even if in a dream, adds colours to the life.
Before the limbs or lips or hands feel each other, the soul and the heart starts reading each other, feeling each other, getting into one form of existence. One lives for the other, dedicates all the desires just to keep the counterpart happy and eternally alive.
COMMENTS OF THE POEM
Suratha Kumar Rout 04 November 2017

ତମେ ସେଇ ଟିକି ଫୁଲ ଓଠ ପାଖୁଡା ରେ ବୋକ ଦେବ, ତୁମ ରକ୍ତ ଓଠର ଧାର ରେ । A meeting with the soul mate, even if in a dream, adds colours to the life. Beautiful thought. 10++++

0 0 Reply
Prativa Rani 03 November 2017

ସେ ପରଶ ପାଇଗଲେ ତୁମ ପାଶୁଁ ଏକା, ରଙ୍ଗେ ଛାଇ ଯିବ ମୋର ନୀଳ ଉପତ୍ୟକା ।।

1 0 Reply
Seema Sharma Rimi 03 November 2017

ସେ ପରଶ ପାଇଗଲେ ତୁମ ପାଶୁଁ ଏକା, ରଙ୍ଗେ ଛାଇ ଯିବ ମୋର ନୀଳ ଉପତ୍ୟକା ।। Lovely poem in so sweet words. 10+++

1 0 Reply
Sanjukta Sahoo 02 November 2017

ତମେ ସେଇ ଟିକି ଫୁଲ ଓଠ ପାଖୁଡା ରେ ବୋକ ଦେବ, ତୁମ ରକ୍ତ ଓଠର ଧାର ରେ । Lovely write, thanks for the sharing. 10+++

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success