ଚାରି ଦିଗେ ଖୋଲି ଯିବ
ଗୋଲାପୀ ବାସନା
ମନେ ମନେ ଚରି ଯିବ
ଅଲିଭା କାମନା ।
ତମ ଓଠ ତମ କେଶ
ରୂପ ର ଲାବଣ୍ୟ,
ଛାଇ ଯିବ ମୋ ଆକାଶ,
ସମୟ-ଅରଣ୍ୟ ।।
ତମ ଓଠ ତମ କେଶ ରୂପ ର ଲାବଣ୍ୟ, ଛାଇ ଯିବ ମୋ ଆକାଶ, ସମୟ-ଅରଣ୍ୟ ।। Love well expressed. 10+++
ତମ ଓଠ ତମ କେଶ ରୂପ ର ଲାବଣ୍ୟ, ଛାଇ ଯିବ ମୋ ଆକାଶ, ସମୟ-ଅରଣ୍ୟ ।। Love so rare. 10+++
ତମ ଓଠ ତମ କେଶ ରୂପ ର ଲାବଣ୍ୟ, ଛାଇ ଯିବ ମୋ ଆକାଶ, ସମୟ-ଅରଣ୍ୟ ।। Lovely writing shared,10+++ for it.
This poem has not been translated into any other language yet.
I would like to translate this poem
ତମ ଓଠ ତମ କେଶ ରୂପ ର ଲାବଣ୍ୟ, ଛାଇ ଯିବ ମୋ ଆକାଶ, ସମୟ-ଅରଣ୍ୟ ।। Before the limbs or lips or hands feel each other, the soul and the heart starts reading each other, Lovely poem. 10++++