ସେ ଦିନ ତ ଦୂରେ ନାହିଁ
ଯେଉଁ ଦିନ ଆମେ,
ସାଥୀ ହୋଇ ଏକା ପଥେ
ଚାଲିବା କୁ ମନେ-
ସଂକଳ୍ପ କରିବା ଆଉ
ସପନ ଦେଖିବା,
ମନ ଲାଖି ସୂରୁଯ ଟେ
ଆକାଶେ ଆଣିବା ।।
ସଂକଳ୍ପ କରିବା ଆଉ ସପନ ଦେଖିବା, ମନ ଲାଖି ସୂରୁଯ ଟେ ଆକାଶେ ଆଣିବା ।। Loved it dear poet. 10+++
ସଂକଳ୍ପ କରିବା ଆଉ ସପନ ଦେଖିବା, ମନ ଲାଖି ସୂରୁଯ ଟେ ଆକାଶେ ଆଣିବା ।। Well described promise of a lover. 10+++
ସଂକଳ୍ପ କରିବା ଆଉ ସପନ ଦେଖିବା, ମନ ଲାଖି ସୂରୁଯ ଟେ ଆକାଶେ ଆଣିବା ।। Great love with so nice promises. 10+++
ସଂକଳ୍ପ କରିବା ଆଉ ସପନ ଦେଖିବା, ମନ ଲାଖି ସୂରୁଯ ଟେ ଆକାଶେ ଆଣିବା ।। A lovely little poem shared. 10+++ for it.
This poem has not been translated into any other language yet.
I would like to translate this poem
ସାଥୀ ହୋଇ ଏକା ପଥେ ଚାଲିବା କୁ ମନେ- ସଂକଳ୍ପ କରିବା ଆଉ ସପନ ଦେଖିବା, the heart starts reading each other, feeling each other, getting into one form of existence Great poem shared. 10+++