ଜୀବନ(Apoem In Odia Language) Poem by Bharati Nayak

ଜୀବନ(Apoem In Odia Language)

Rating: 5.0

ଅସମ୍ପୂର୍ଣ

ଯେତେ ସବୁ ସ୍ଵପ୍ନ

ଜୀବନ ସତେ

ଅଧା ଗଢାମୂର୍ତି

ଅସମାପ୍ତ କବିତା

ଅଧା ଅଙ୍କାଛବି

ଅନେକଅବଶୋଷ

ତଥାପି ଜୀଇଁଛି ଶୋଷ

ଭୁଲୋକରୁ ସ୍ଵର୍ଗଲୋକ

Thursday, February 1, 2018
Topic(s) of this poem: dreams,life
COMMENTS OF THE POEM
Dr Dillip K Swain 01 February 2018

….”ଜୀବନ ସତେ/ଅଧା ଗଢାମୂର୍ତି /ଅସମାପ୍ତ କବିତା/ଅଧା ଅଙ୍କାଛବି/ଅନେକଅବଶୋଷ/ତଥାପି ଜୀଇଁଛି ଶୋଷ”…You have wonderfully depicted how life goes on through incomplete tasks by endless attempts, still life goes on…still life is beautiful …still it is a beautiful world! An English abstract of this poem could increase the visibility of this work! A touching poem!

3 0 Reply
Bharati Nayak 03 February 2018

Thank you poet Dillip K.Swain for you kind appreciation of this poem.Yes , I posted the English translation of this poem namely 'Life' by being encouraged by readers like you.

0 0
Dr Dillip K Swain 08 November 2022

A beautiful poem in Odia. Loved it dear poetess.5 stars

0 0 Reply
Paresh Chakra 24 November 2018

I like this poem Thank sharing this poem

1 0 Reply
Bharati Nayak 06 February 2018

Thank you poet Sri Kumaramani Mahakul for your lovely comment. As you said, that incompleteness makes the life flow on earth.

1 0 Reply
Kumarmani Mahakul 03 February 2018

ମର୍ତ୍ୟ ରୁ ସ୍ୱର୍ଗ କୁ ଲମ୍ବଇଛି ଯାତ୍ରା ଏହି ଜୀବନର. । ଅସମାପ୍ତ ଜୀବନ ଓ ଅସମାପ୍ତ କବିତା ଅସମ୍ପୂର୍ଣ୍ଣ ଜୀବନ ଧାରା କୁ ଧାରା ପୃଷ୍ଠହାରେ ପ୍ରବାହିତ କରନ୍ତି । ଏହି କବିତା ସତରେ ଚମତ୍କାର ଭାବେ ରଚିତ ହୋଇଛି. ।

2 0 Reply
Kumarmani Mahakul 03 February 2018

ମର୍ତ୍ୟ ରୁ ସ୍ୱର୍ଗ କୁ ଲମ୍ବଇଛି ଯାତ୍ରା ଏହି ଜୀବନର. । ଅସମାପ୍ତ ଜୀବନ ଓ ଅସମାପ୍ତ କବିତା ଅସମ୍ପୂର୍ଣ୍ଣ ଜୀବନ ଧାରା କୁ ଧାରା ପୃଷ୍ଠହାରେ ପ୍ରବାହିତ କରନ୍ତି । ଏହି କବିତା ସତରେ ଚମତ୍କାର ଭାବେ ରଚିତ ହୋଇଛି. ।

1 0 Reply
READ THIS POEM IN OTHER LANGUAGES
Close
Error Success