ବସନ୍ତର ପଦପାତ,
ବସନ୍ତରପଦପାତ,
ଫୁଲରେଫୁଲରେ,
ଗହଳଆମ୍ବ ବଉଳରେ,
କୋଇଲିରମିଠାସ୍ୱର,
କିଶୋରୀବେଣୀରେ,
ଲାଗିଥିଲାରଜନୀଗନ୍ଧା,
ବାସ୍ନାରେମହକୁ ଥିଲା ତନୁମନ,
ପବନଗାଉ ଥିଲା ଗୀତ,
ଜହ୍ନ ଲେଖୁ ଥିଲା ଚିଠି କଇଁ ପାଖକୁ,
ପଦ୍ମ ଚାହିଁବସିଥିଲା ସୂର୍ଯ୍ୟକୁ,
ମହୁ ମାଛିରଗୁଣଗୁଣଫୁଲର କାନରେ,
ପ୍ରଜାପତିରଡେଣାରେ,
ରଙ୍ଗରଇନ୍ଦ୍ରଧନୁ,
ବସନ୍ତପରେ
ଖରା, ବର୍ଷା, ଶୀତ
ଆସିଥିଲେ ଯେ'ଝା ରୂପନେଇ,
ବର୍ଷ ପରେବର୍ଷହୋଇଛି ଅତୀତ,
ସମୟପାରିନାହିଁଛୁଇଁ,
କିଶୋରୀର ମନ,
ମନରେମନରେ
ଚିରକାଳ ବସନ୍ତର ମିଠାଗନ୍ଧ
ଆଉ ମଧୁମକ୍ଷିରଗୁଞ୍ଜନ......
......
ଏହି କବିତାର ପ୍ରତିଟି ଧାଡି ରେ ଆମେ ବସନ୍ତର ତାନ ଶୁଣିବାକୁ ପାଉ ଅଛୁ... ଏହି କବିତା ଟି ଚମତ୍କାର ଭାବରେ ଲେଖା ହୋଇଛି...ଫୁଲରେ ଫୁଲରେ ମହକ ଛୁଟିଛି...
Thank you poet Sri Gajanan Mishra.It is always a joy to get your comments.Yes, without Spring, life would have have been so so dull, so listless.
Thank you poet Sri Kumaramani Mahakul for your kind appreciation of my poem. Spring is ever a joyous fountain that keeps life spirited.
ଋତୁରାଜ ବସନ୍ତର ଆଗମନରେ ପ୍ରକୃତିର ସୌନ୍ଦର୍ଯ୍ୟ ମନୋରମ ହୋଇଥାଏ.....
Thank you Bhagabat Prasad Hotta for your appreciation of the poem.
i like the look of the poem, but i can't read it! ! ! :) but maybe i'll have a shirt made for me (T-shirt) with those 'words' emblazoned on it. bri :) now to look for your most recent poem (as you seem to prefer i use a 'new' one in a showcase) with an English translation or simply 'in English'. bri :) well, i could read (Footsteps Of Spring) ! ! !
Thank you Subas for your appreciation. We experience seasons.Each season has its impact on our life. Beauty of Spring is always unique.It stays in us and gives strength in our journey.
କିଶୋରୀର ମନ ମନରେ ମନରେ ଚିରକାଳ ବସନ୍ତ ର ମିଠାଗନ୍ଧ ଆଉମଧୁମକ୍ଷିରଗୁଞ୍ଜନ...... ବା8 ଅପା... କି ଚମତ୍କାର କବିତା ଏ ଥର... ଆପଣ ନିଜର ଅତୀତ ଯାତ୍ରା ସହିତ ଆପଣ ଙ୍କ ପାଠକ କୁ ବି ସାଥୀ ରେ ନେଇ ପାରିଟନ୍ତି। Thanks for sharing such a beautiful nostalgia with us.10++++ ସୁଭାଷ
Sundar barnanaa, Jay ho spring, Let us see life as always spring.