Gitanjalirakabita-6ଗୀତାଞ୍ଜଳି ରକବିତା -6(An Odia Translation Of Poem No-6 Of Nobel Award Winning Book 'gitanjali' Of Rabindranath Tagore) Poem by Bharati Nayak

Gitanjalirakabita-6ଗୀତାଞ୍ଜଳି ରକବିତା -6(An Odia Translation Of Poem No-6 Of Nobel Award Winning Book 'gitanjali' Of Rabindranath Tagore)

Rating: 5.0

ଗୀତଞ୍ଜଳିର କବିତା -୬

ଅତି କ୍ଷୁଦ୍ର ପୁଷ୍ପମୁହିଁ,
ମଉଳିବା ଆଗୁଁ ତୋଳି ନିଅ ବାରେ,
ନହେଲେ, ଅଚିରେପଡିବିଝରି,
ଆଉ, ମିଶିବି ମାଟିରେ I

ହୁଏତ, ମୋପାଇଁ ନାହିଁ ସ୍ଥାନ,
ହେବାକୁ ମଣ୍ଡିତ
ତୁମ ଗ୍ରୀବା ଲଗ୍ନ ପୁଷ୍ପହାର ରେ,
ସାମାନ୍ୟକଷ୍ଟବହି
ମୋତେ ତୋଳିନିଅବାରେ
ହୋଇବିମୁଁଧନ୍ୟ
ତୁମ ହସ୍ତ ରଅମୃତଛୁଆଁରେI

ମନେ ମନେହୁଏମୁଁ ଶଙ୍କିତ
ପୂଜା ବେଳ ଯିବଗଡି
ତୁମ ଠାରେଅର୍ଘ୍ୟ ଲାଗି ହେଵା ଆଗୁଁ,
କାଳେ ପଡିବି ମୁଁଝରି I

ମୁଁ ତ ଅତି ସାମାନ୍ୟପୁଷ୍ପ ଟିଏ,
ଫିକା ଫିକାମୋପାଖୁଡା ର ରଙ୍ଗ,
ହୁଏତନାହିଁ ମୋଠାରେ ମନଲୋଭା ମିଠାମିଠା ଗନ୍ଧ,
କିନ୍ତୁଦୟା ବହି ମୋତେ
ତୋଳି ନିଅବାରେ,
ବେଳ ଥାଉଁଥାଉଁ
ଲାଗିବି ମୁଁ
ତୁମଆରାଧନାରେI

Thursday, January 18, 2018
Topic(s) of this poem: devotion,spiritual
POET'S NOTES ABOUT THE POEM
For readers' reference, I copy fromPoem Hunter Site poem No-6 of 'Gitanjali'

' Pluck this little flower and take it, delay not! I fear lest it droop and drop into the dust.

I may not find a place in thy garland, but honour it with a touch of pain from thy hand and pluck it. I fear lest the day end before I am aware, and the time of offering go by.

Though its colour be not deep and its smell be faint, use this flower in thy service and pluck it while there is time'.
COMMENTS OF THE POEM
Subhas Chandra Chakra 18 January 2018

The trans- creation has been too much beautiful as compared to the Bengali version, Apa. Please afford more time and complete the whole series. It would be a great gift to Our state as well as to your readers and fans. 10++ for the beautiful sharing. Subhas

0 0 Reply
Bharati Nayak 18 January 2018

Thank you so much poet Subas Chandra Chakra for your encouraging words.As I do not know Bengali, I have not read the Bengali version.I made translation from the English version of Gitanjali. With all of your good wishes I hope, one day I will make complete translation of the book.

0 0 Reply
Kumarmani Mahakul 19 March 2018

ସ୍ଵତନ୍ତ୍ର ଚିନ୍ତାଧାରା, ଶବ୍ଦ ସଂଯୋଜନା ଓ ଭାଷାଶୈଳୀ ନେଇ ଯେଉଁ ଭାଷାନ୍ତର (translation) କରିଛନ୍ତି ତାହା ବାସ୍ତବିକ ଚମକପ୍ରଦ. ତଳ ପଙ୍କ୍ତି ଗୁଡିକ ମୋତେ ଖୁବ୍ ଅକ୍ରୁଷ୍ଟ କରୁଅଛି...... ମୁଁ ତ ଅତି ସାମାନ୍ୟପୁଷ୍ପ ଟିଏ, ଫିକା ଫିକାମୋପାଖୁଡା ର ରଙ୍ଗ, ହୁଏତନାହିଁ ମୋଠାରେ ମନଲୋଭା ମିଠାମିଠା ଗନ୍ଧ, କିନ୍ତୁଦୟା ବହି ମୋତେ ତୋଳି ନିଅବାରେ, ବେଳ ଥାଉଁଥାଉଁ ଲାଗିବି ମୁଁ ତୁମଆରାଧନାରେI........ଧନ୍ୟବାଦ୍.

1 0 Reply
Bharati Nayak 20 January 2018

ମୁଁ ମୋର ପ୍ରିୟ ପାଠକ ମାନଙ୍କ ପ୍ରବଳ ଆଗ୍ରହ ଓ ଅନୁପ୍ରେରଣା ହେତୁ ନୋବେଲ ପୁରସ୍କାର ପ୍ରାପ୍ତ ବିଶ୍ଵ ବନ୍ଦିତ କବିଗୁରୁ ରବୀନ୍ଦ୍ରନାଥ ଙ୍କର ଗୀତାଞ୍ଜଳିର କବିତା କୁ ଓଡିଆ ଭାଷା ରେ ଅନୁବାଦ କରିବାର ସାହସ କରିଛି ।ମୂଳ ରଚନାର ଲ।ଳିତ୍ୟ ଅନୁଦିତ କବିତା ଭିତରେ ଫୁଟାଇବା ସହଜ ନୁହେଁ । ମୋ ପ୍ରିୟ ପାଠକ ମନଙ୍କୁ ସେମାନଙ୍କ ସଦିଚ୍ଛା ପାଇଁ ଅନେକ ଧନ୍ୟବାଦ ।

0 0 Reply
debendra majhi 19 January 2018

dear poet, you have appropriately selected words both in odia n english to express the flowering feelings!

0 0 Reply
Ranjan Kumar Ghosh 18 January 2018

ହୁଏତ, ମୋପାଇଁ ନାହିଁ ସ୍ଥାନ, ହେବାକୁ ମଣ୍ଡିତ ତୁମ ଗ୍ରୀବା ଲଗ୍ନ ପୁଷ୍ପହାର ରେ, ସାମାନ୍ୟକଷ୍ଟବହି ମୋତେ ତୋଳିନିଅବାରେ ହୋଇବିମୁଁଧନ୍ୟ ତୁମ ହସ୍ତ ରଅମୃତଛୁଆଁରେI madam I am reading your poem I really happy10++++++! !

0 0 Reply
Dr Dillip K Swain 18 January 2018

ମନେ ମନେହୁଏମୁଁ ଶଙ୍କିତ ପୂଜା ବେଳ ଯିବଗଡି ତୁମ ଠାରେଅର୍ଘ୍ୟ ଲାଗି ହେଵା ଆଗୁଁ, କାଳେ ପଡିବି ମୁଁଝରି I...Wonderful piece of translation! It gives immense joy to read the Odiya version of this great legendary poet! Thanks for sharing!

0 0 Reply
READ THIS POEM IN OTHER LANGUAGES
Close
Error Success