ହେ କୃଷ୍ଣ ! !
ତୁମସ୍ପର୍ଶ ରେକି ଯାଦୁ ଥିଲା!
ତୁମ ଚାହାଣିରେକିକୁହୁକଥିଲା ! !
ବାନ୍ଧିହୋଇଗଲା କୁବୁଜା
ତୁମପ୍ରେମର ଡୋରରେ I
ପ୍ରୀତି ର ଫଲ୍ଗୁତୁମ
ଧୋଇ ଦେଲାକୁବୁଜା ର
ଯୁଗ ଯୁଗାନ୍ତର ର ପାପ I
କୁବୁଜାସଜେଇଲା ତୁମକୁ
ଦେଇଆପଣା ପ୍ରୀତି ରଚନ୍ଦନ,
ପ୍ରେମର କଜ୍ଜ୍ୱଳ,ପ୍ରଣୟ ରପୁଷ୍ପ ହାର ,
ନିର୍ମଳଆତ୍ମା ର ସୁବାସ ରେ
ଆଚ୍ଛାଦିତ କଲାତୁମକୁ,
ପ୍ରତିଦାନେ ତୁମେ ଦେଲ,
ପ୍ରେମର ଅମୃତ ପରଶ,
କୁବୁଜା ହେଲା
ନଶ୍ୱର ରୁ ଅବିନଶ୍ଵର,
ନିତ୍ୟ ରୁ ଅନିତ୍ୟ,
ଅସୁନ୍ଦର ରୁ ଅନିନ୍ଦ୍ୟ ! ! ! ! !
ହେକୃଷ୍ଣ
ନାହିଁପଟାନ୍ତର
ତୁମ ଭଲପାଇବାର ! !
ନିର୍ମଳଆତ୍ମା ର ସୁବାସ ରେ ଆଚ୍ଛାଦିତ କଲାତୁମକୁ, ପ୍ରତିଦାନେ ତୁମେ ଦେଲ, ପ୍ରେମର ଅମୃତ ପରଶ, କୁବୁଜା ହେଲା ନଶ୍ୱର ରୁ ଅବିନଶ୍ଵର, ନିତ୍ୟ ରୁ ଅନିତ୍ୟ, ଅସୁନ୍ଦର ରୁ ଅନିନ୍ଦ୍ୟ! ! ! ! ! Great poem shared madam I enjoy your poem
ହେ କୃଷ୍ଣ! ! ତୁମସ୍ପର୍ଶ ରେକି ଯାଦୁ ଥିଲା! ତୁମ ଚାହାଣିରେକିକୁହୁକଥିଲା! ! ବାନ୍ଧିହୋଇଗଲା କୁବୁଜା ତୁମପ୍ରେମର ଡୋରରେ I Sparkling expression that only stirs emotion but always impels a reader to internalize the power of love of Lord Krishna! Brilliantly penned dear Bharati Apa.....To MyPoemList
Love, divine love has always been a long, infinite journey from ugliness to elegance, from rough, rude, mundane thoughts of possessiveness to divine, soft, eternal feelings of belongingness. Thanks Apa for being so kind to modernize such a 'less talked of 'character in Mahabharata. 100++++++
Krushnanka bhala paibara nahi patantara Sehipari apananka srujanira Sakti Srujichhanti kubujara anindya rupa Krushnanka ta prati anabila prema Dhanya heli padhi taba ehi geeta Je padhiba dukha dura hoiba turita. It is a beautiful poem on love of Lord Krishna towards Kubuja having touching expression. Thanks for sharing.
This poem has not been translated into any other language yet.
I would like to translate this poem
A beautiful piece of work with a fascinating mythological touch! Lord Krishna's little touch to Kubuja has worked wonder! She has got the kind of relief that she was waiting for ages! You have wonderfully described the tale! Loved reading this poem! (10)