ମୋମନରେ ଥିବାସୋମାଲିଝିଅର ଛବି Poem by Bharati Nayak

ମୋମନରେ ଥିବାସୋମାଲିଝିଅର ଛବି

Rating: 5.0

ତୋ ନାଁଟି ଭୁଲିଯାଇଛି ଝିଅ


କେବେଖବର କାଗଜରେପଢିଥିଲି

ବୟସମୋଟେ ତେର

କେଉଁ ସୋମାଲି ରାଜ୍ୟରେ ଘର ତୋର

ଶୈଶବର ନିରୀହପଣ

ଏବେବି ଲାଗିଥିଲା ତୋ ଓଠରେ


ଅନୂଢା କିଶୋରୀ ତୁ

ପାଖୁଡା ମେଲିବା ଆଗରୁ

ଚାରୋଟିପଶୁଙ୍କର

ପଶବିକତାରେ ଖିନଭିନହୋଇଗଲୁ


ଶେଷରେ ହଜାରହଜାର

ମଣିଷନାମବୋଲାଉଥିବା


ହିଂସ୍ର ଜାନୁୟାର ମାନେ

ପଥର ଫିଙ୍ଗୁ ଥିଲେତୋ ଉପରେ

ତୋନାଲିରକ୍ତରେହୋରି ଖେଳୁ ଥିଲେ



ମା 'ରେ


ତୁ କେଉଁ ଧର୍ମ ର

ତୋରଜାତିଗୋତ୍ର କଣ?


ତୁ ନୁହେଁ, ମୁସଲିମ, ହିନ୍ଦୁଅବାଖ୍ରୀଷ୍ଟିଆନ

ତୁ ଖାଲିଝିଅଟିଏ

ମୋ ଭଳିମା ମାନଙ୍କ ଛାତିରେକ୍ଷତ ଟିଏ

ତୋ ଆତ୍ମାର ଶେଷ ଆର୍ତନାଦ

ପ୍ରଶ୍ନବାଚୀ ହୋଇ ଝୁଲି ଥାଏ


ମଣିଷସଭ୍ୟତାର ଅହଙ୍କାର ରେ।

Thursday, February 1, 2018
Topic(s) of this poem: girl,brutality
POET'S NOTES ABOUT THE POEM
The poem was written long back on4thNovember2008after reading a news about this Somalian girl.

The picture is same in most countries including my country India.
COMMENTS OF THE POEM
Debendra Majhi 01 February 2018

Gender Injustice irrespective of geographical spread, is class of its own kind and universal. The civilized man exposes his duality by his animal like instinctive demeanor. Well written! !

1 0 Reply
Debendra Majhi 01 February 2018

Gender Injustice irrespective of geographical spread, is class of its own kind and universal. The civilized man exposes his duality by his animal like instinctive demeanor. Well written! !

1 0 Reply
Bharati Nayak 01 February 2018

Thank you Poet Sri Debendra Majhi for your valuable opinion on the poem.Yes, it is gender inequality.In addition to that it is a question how the so called civilized society allows such brutal devilish action to go unpunished in the name of religion or culture.Morality is on the decline.We can never call ourselves civilized unless we stop violence against women and children.

1 0 Reply
Dr Dillip K Swain 01 February 2018

“ଅନୂଢା କିଶୋରୀ ତୁ/ପାଖୁଡା ମେଲିବା ଆଗରୁ/ଚାରୋଟିପଶୁଙ୍କର/ପଶବିକତାରେ ଖିନଭିନହୋଇଗଲୁ”……pulsating expression, a poignant write! Loved the way you have presented the case so neatly! Appreciated the piece of work!

1 0 Reply
Bichitra Anand 28 May 2019

ବହୁତ ଆଘାତ ଦେବା କବିତା - ମାନବ ଜାତିକୁ , ଦୁଃଖ ଲାଗିଲା

0 0 Reply
Suratha Kumar Rout 10 February 2018

Why in only somalia's girl? In the whole over world it is happen every.because of the cruelity of man. Thanks. 10++++

1 0 Reply
Bharati Nayak 06 February 2018

ସମ୍ମାନୀୟ କବି ଶ୍ରୀ କୁମାରମଣି ମହାକୁଳ ମହାଶୟ ଆପଣଙ୍କ ସୁଚିନ୍ତିତ ଏବଂ ପ୍ରେରଣା ଦାୟୀ ମତାମତ ପାଇଁ ଅନେକ ଧନ୍ୟବାଦ

1 0 Reply
Kumarmani Mahakul 03 February 2018

ପାଶବିକତା ଜୀବନ କୁ ଦୁର୍ବିସହ କରି ଦିଏ.। ମାନବିକତା ଜାଗୃତି ଓ ସହଯୋଗ ଆଣେ. । ସମଲିଆର (ସୋମାଲି) ଝିଆ ପ୍ରତି ଅବିଚାର ଓ ବର୍ବରତା ଅତ୍ୟନ୍ତ ଦୁଃଖ ଦାୟକ.। ସମ୍ପ୍ରତି ସମାଜରେ ମାନବିକତାର ଜାଗୃତି ନିତାନ୍ତ ଆବଶ୍ୟକ. । ଏହି କବିତା ଟି ଚମତ୍କାର ଭାବେ ଓ ଜୀବନ୍ତ ଭାବେ ରଚିତ ହୋଇଛହି. ।...10

1 0 Reply
Bharati Nayak 02 February 2018

Thank you Poet Dillip K.Swain for your valuable feedback.

1 0 Reply
READ THIS POEM IN OTHER LANGUAGES
Close
Error Success