ମିଳନ ର ରଙ୍ଗ- 11 (Milana Ra Ranga -011/Odia Poem) Poem by Subhas Chandra Chakra

ମିଳନ ର ରଙ୍ଗ- 11 (Milana Ra Ranga -011/Odia Poem)

Rating: 4.9

ତମେ ପ୍ରିୟା, ମୋ ଅନ୍ତର ରାଣୀ

ମୋ ଦୁନିଆ ଆରମ୍ଭ, ଅନ୍ତିମ-

ତମ ଇଚ୍ଛା ଠାରୁ ବଳି କିଛି

ନାହିଁ ଆଉ ଏ ମୋର ଜୀବନେ ।


ତୁମ ପାଇଁ ସମର୍ପିତ ଏବେ

କରିବା କୁ ସଫଳ, ସାକାର-

ତମେ ଏବେ ଯାହା ବି ଚାହିଁବ,

ସେ ଚରମ ଆଦେଶ ମୋହର ।।


ଏବେ ଠାରୁ ମନା କରିବନି

ମୋତେ କଣ ଭାବୁନ ନିଜର..

ତମେ ପରା ଆତ୍ମା ମୋ ଦେହ ର

ମୁଁ ତୁମର ଶରୀର ନଶ୍ୱର ।

ମୁଁ ତୁମର ବାହ୍ୟ କଳେବର ।।

ମୁଁ ତୁମର ସମ୍ପୂର୍ଣ ତୁମର ।।।

ମିଳନ ର ରଙ୍ଗ- 11 (Milana Ra Ranga -011/Odia Poem)
Thursday, November 2, 2017
Topic(s) of this poem: desire,longing,love,love and art,love and dreams,love and friendship,love and life,meeting
POET'S NOTES ABOUT THE POEM
A meeting with the soul mate, even if in a dream, adds colours to the life.
Before the limbs or lips or hands feel each other, the soul and the heart starts reading each other, feeling each other, getting into one form of existence.
COMMENTS OF THE POEM
Anita Aparajita Das 02 November 2017

ତମେ ପରା ଆତ୍ମା ମୋ ଦେହ ର ମୁଁ ତୁମର ଶରୀର ନଶ୍ୱର । ମୁଁ ତୁମର ବାହ୍ୟ କଳେବର ।। ମୁଁ ତୁମର ସମ୍ପୂର୍ଣ ତୁମର ।।। A great dedication for the beloved. Thanks for the lovely poem shared. 10+++

3 0 Reply
Suratha Kumar Rout 04 November 2017

ଏବେ ଠାରୁ ମନା କରିବନି ମୋତେ କଣ ଭାବୁନ ନିଜର.. ତମେ ପରା ଆତ୍ମା ମୋ ଦେହ ର The soul and the heart starts reading each other, feeling each other, getting into one form of existence. Great poem so nicely written. 10+++

0 0 Reply
Prativa Rani 03 November 2017

ତମେ ପରା ଆତ୍ମା ମୋ ଦେହ ର ମୁଁ ତୁମର ଶରୀର ନଶ୍ୱର । ମୁଁ ତୁମର ବାହ୍ୟ କଳେବର ।। ମୁଁ ତୁମର ସମ୍ପୂର୍ଣ ତୁମର ।।। Great love with so much dedication. 10+++

0 0 Reply
Sanjukta Sahoo 02 November 2017

ତୁମ ପାଇଁ ସମର୍ପିତ ଏବେ କରିବା କୁ ସଫଳ, ସାକାର- ତମେ ଏବେ ଯାହା ବି ଚାହିଁବ, ସେ ଚରମ ଆଦେଶ ମୋହର ।। Great writing shared. 10+++

1 0 Reply
Seema Sharma Rimi 02 November 2017

ତୁମ ପାଇଁ ସମର୍ପିତ ଏବେ କରିବା କୁ ସଫଳ, ସାକାର- ତମେ ଏବେ ଯାହା ବି ଚାହିଁବ, ସେ ଚରମ ଆଦେଶ ମୋହର ।। A great dedication described. lovely poem. 10+++

1 0 Reply
Sabita Sahoo 02 November 2017

ମୁଁ ତୁମର ଶରୀର ନଶ୍ୱର । ମୁଁ ତୁମର ବାହ୍ୟ କଳେବର ।। ମୁଁ ତୁମର ସମ୍ପୂର୍ଣ ତୁମର ।।। Lovely poem shared. 10+++ for it.

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success