ସମୁଦ୍ର ବେଳାଭୂଇଁ(A Poem In Odia Language) Poem by Bharati Nayak

ସମୁଦ୍ର ବେଳାଭୂଇଁ(A Poem In Odia Language)

Rating: 5.0

ତୁମେ ସୀମାହୀନ ସମୁଦ୍ର
ବେଳା ଭୂମିରେ ମୁଁ କ୍ଷୁଦ୍ରାତି କ୍ଷୁଦ୍ରବାଲୁକା ମାତ୍ର
ତୁମ ଉତ୍ତାଳ ଲହରୀରେ
ସହସ୍ର ସହସ୍ର ସ୍ନାନପରେ ମଧ୍ୟ
ମୁଁ ଚାହିଁ ରହିଥାଏ
ଆହୁରି ଅସଂଖ୍ୟ ସ୍ନାନକୁi
ସ୍ବପ୍ନ ସମ ପ୍ରତିଟି ଲହଡି
ମୋତେ ଆକର୍ଷି ନିଏତୁମ ବୁକୁର କେନ୍ଦ୍ରକୁ
ମୁଁ ପୁଣିଛିଟିକି ପଡୁ ଥାଏ
ମୋର ସେଇ ଚିରାଚରିତବାସ୍ତବତା କୁ
ମୋର ଆତ୍ମା ବିସ୍ତାରିତ ହୋଇ ଯାଏ
କୋଟି କୋଟି ବାଲୁକା କଣାରେ
ସେମାନଙ୍କ ସହ ମିଶି ଯାଇ
ମୁଁ ବେଳାଭୂମି ପାଲଟି ଯାଏ
ଆଉ ତୁମସୀମହୀନତାକୁମୋର ଆଲିଙ୍ଗନରେ
ଜଡାଇ ନିଏl

Friday, December 29, 2017
Topic(s) of this poem: sea
POET'S NOTES ABOUT THE POEM
Meaning of title- - Sea and seashore
Please read this poem's English translation 'Sea and sea-shore' posted on Poem Hunter.
COMMENTS OF THE POEM
Dr Dillip K Swain 04 January 2018

କୋଟି କୋଟି ବାଲୁକା କଣାରେ ସେମାନଙ୍କ ସହ ମିଶି ଯାଇ ମୁଁ ବେଳାଭୂମି ପାଲଟି ଯାଏ ଆଉ ତୁମସୀମହୀନତା ମୋର ଆଲିଙ୍ଗନରେ ଜଡାଇ ନିଏl -ଅପଣଂକ ଏଇ କବିତାଟି ହୃଦୟସ୍ପର୍ଶୀ …କଳ୍ପନା ଉଚ୍ଚକୋଟିର.....10

4 0 Reply
Subhas Chandra Chakra 09 January 2018

Wow, great poem, one more gems for the reader's collection. Beautiful ode to the infinite stretch of the Sea from a heart so sensitive. Thanks for the sharing. 10+++++ for the lovely poem. Regards Subhas

3 0 Reply
Kumarmani Mahakul 04 January 2018

ସୀମାହୀନ ସମୁଦ୍ରକୁ ଦେଖି, ମନେପଡେ ସବୁକଥା, ସାଗର ସମ ଈଶ୍ବର ଗାଉଥାଏ ତୁମ ଗାଥା, କ୍ଷୁଦ୍ର ବାଲି କଣା ମୁହିଁ, ବିଶାଳ ବେଳାଭୂମିରେ, ଧନ୍ୟ ହୁଏ ଜୀବନ ମୋ ପ୍ରଭୁ କୃପାଲିଂଗନରେ l ***ଚମତ୍କାର ହୋଇଛି କବିତା ଗୋଟିକ. l ଏହା ଅତୀବ ମନ ମୁଗ୍ଧକର ଅଟେ l*** Excellent! ..10

3 0 Reply
Rajendra Rout 31 October 2018

ସୀମାହୀନ ସମୁଦ୍ରକୁ ଦେଖି, ମନେପଡେ ସବୁକଥା, ସାଗର ସମ ଈଶ୍ବର ଗାଉଥାଏ ତୁମ ଗାଥା, କ୍ଷୁଦ୍ର ବାଲି କଣା ମୁହିଁ, ବିଶାଳ ବେଳାଭୂମିରେ, ଧନ୍ୟ ହୁଏ ଜୀବନ ମୋ ପ୍ରଭୁ କୃପାଲିଂଗନରେ l Wow what a beautiful poem shared I enjoy this poem Thanks for sharing this poem 💯+++++

0 0 Reply
Bharati Nayak 02 November 2018

Thank you poet Rajendra Rout for such a lovely comment.I am grateful.

0 0
Dr Dillip K Swain 01 October 2018

ମୁଁ ବେଳାଭୂମି ପାଲଟି ଯାଏ ଆଉ ତୁମସୀମହୀନତାକୁମୋର ଆଲିଙ୍ଗନରେ ଜଡାଇ ନିଏl I just imagine how magnificently a poet can capture such a blissful moment at seashore! A lovely piece of work! I find great pleasure reading it time and again!

1 0 Reply
Bharati Nayak 01 October 2018

Thank you Dilip.I always value your wonderful comments on my poem.

0 0
Bharati Nayak 10 July 2018

Please read the English translation of this poem posted in this Site- - Sea and Sea Shore.

1 0 Reply
Bharati Nayak 10 February 2018

Thank you poets Sri Kumaramani Mahakul, Dr.Dillip Kumar Swain, Sri Subhas Chandra Chakra and Sri Surath Kumar Rout for your kind appreciation of my poem and great comments.

1 0 Reply
Suratha Kumar Rout 10 February 2018

Wow! what a description. I enjoy your poem. Thanks for sharing. 10++++++

1 0 Reply
READ THIS POEM IN OTHER LANGUAGES
Close
Error Success