Note: This poem titled, Bharateenka Sapakshyare, (In Support of Bharati) is written as a tribute to poetess Smt. Bharati Nayak and as a review comment as poetess in Odia language by Poet Kumarmani Mahakul on this date of 11 December 2017
ଭାରତୀଙ୍କ ସପକ୍ଷରେ
ଭାବାବେଗ କହେ ନିତ୍ୟ ପଠନରେ ଓଡ଼ିଆ ମନର କବି
ସମଗ୍ର ପୃଥିବୀ ପଢିଛି ଇଂରାଜୀ କବିତା ତାଙ୍କର ଲଭି,
ଭଗିନୀ ସିଏ ଗୋ ଭାରତୀ ନାୟକ କରନ୍ତି କୁହୁକ କାଳେ,
ଆଜିର ଦିନରେ ଭାଷା ବିନ୍ୟାସରେ ପାରଙ୍ଗମ ସିଏ ବଳେ l (ପଦ ୧)
ସୁଦକ୍ଷ୍ୟା ସୁଭାଷୀ ସୁବାସିନୀ ଜାଣି ମାତୃତ୍ତ୍ୱ ମହକେ ପୁଣି,
ପ୍ରତିଟି କବିତା ଅମୃତର ଧାରା ଈଶ୍ବର ନାମରେ ଟାଣି.
ଗୁଣରେ ମୁଗଧ ପାଣ୍ଡିତ୍ୟ ଅଗାଧ ଥିଲେ ହିଁ ପାରିବେ ଜାଣି,
ଗୁଣୀ ସୁଜନେ ହେ ଭାରତୀଙ୍କ ଭାଷା ମନେ ହେଉଥାଏ ଗୁଣି l (ପଦ ୨)
କହୁଛି ସଇତ ଦେଇ ମତାମତ କବି ଭାବେ କବି ପ୍ରାଣୀ,
ଅଧୁନା ଓଡ଼ିଆ ସାହିତ୍ୟ ଜଗତେ ସିଏତ ସାଧନା ମଣି,
କଥାରେ କବିତା କହନ୍ତି ସବିତା ଜଳେ ଜଳେ ଢଳ ଢଳ,
ବିଜୟିନୀ ନାରୀ କବିତା ସୁମରି କହୁଛନ୍ତି ମହାକୁଳ l (ପଦ ୩)
କୁମରମଣିଙ୍କ କଳନା ରେ ସିଏ ଉଚ୍ଚ ଉଲ୍ଲାସ ର ଧାରା,
କୋମଳ ହୃଦୟ କୁସୁମ ପରି ଗୋ ଭକତି ପ୍ରଭା ସେ ପରା,
ଈଶ୍ୱର କରନ୍ତୁ ସଦା ମଙ୍ଗଳ ଗୋ ଆଲୋକେ ପ୍ରତି ପଲକ,
ଧନ୍ୟ ଧନ୍ୟ ଆହେ ଏହି ନାରୀ କବି ସିଏ ଭାରତୀ ନାୟକ l (ପଦ ୪)
****ଗୁଣ ମୁଗ୍ଧ କବି*** କୁମରମଣି ମହାକୁଳ *********
ବି. ଦ୍ର.: ଏହି କବିତା ଯାହାର ଶୀର୍ଷକ, ଭାରତୀଙ୍କ ସପକ୍ଷରେ, ନାରୀ କବି ଶ୍ରୀମତୀ ଭାରତୀ ନାୟକଙ୍କ ସମ୍ମାନାର୍ଥେ ଅଦ୍ୟ ଡିସେମ୍ବର ମାସ ୧୧ ତାରିଖ ୨୦୧୭ ମସିହା ଦିନ କବି କୁମରମଣି ମହାକୁଳଙ୍କ ଦ୍ୱାରା ବିରଚିତ l ଏହା ଓଡ଼ିଆ ଭାଷା ରେ ଶ୍ରୀମତୀ ଭାରତୀ ନାୟକଙ୍କ ବିଷୟରେ ନାରୀ କବି ଭାବରେ ରଚିତ ସମାଲୋଚନା ପୂର୍ଣ ମତାମତ l
© Kumarmani Mahakul,11 December 2017. All rights reserved.
2) That's why many poems and poets I have not replied, because I did not know HOW. Unbelievable for a person as I, who can understand most things written. BUT I did not try even. Since we still have PF. A 10 and much much more for this Beauty in Odia language!
This is a poem far from the maddening crowd, dear Respected Master Poet Kumarmani Mahakul Sir, I have enjoyed your poem inn the Odia language, So most beautiful Tribute to Odhia language poetess Bharati. I can feel the happiness inside the poem, this is published before I have known the ways and rules of PH. That were really difficult times for me, beacuse I could not give response, even I wished too eagerly.
i dont know what is going on but what Bharati said below, i agreed without need to think twice, and what Sir Kumarmani did is such a graceful help that embark how beautiful friendship really can do :) peace to all of us as one united humankind
On this Poem Hunter Website we poets come together by a unique bond, by our love for poetry.There is no competition, no jealousy, no hatred, only love, a divine feeling that bond us.There is no east-west feeling, no difference of religion, no difference of caste or creed, but a feeling of universal brotherhood, that characterize the poetry fraternity here. Kumaramani Mahakul, a leading poet of contemporary poetry has been fostering this humanistic and spiritual feeling.
Beyond words I am! ! Yes that is what I can say about this poem.It is reflective of the inner light of a poet's heart penning the poem in support of a fellow poet.
This poem has not been translated into any other language yet.
I would like to translate this poem
ଭଗିନୀ ସିଏ ଗୋ ଭାରତୀ ନାୟକ କରନ୍ତି କୁହୁକ କାଳେ, ଆଜିର ଦିନରେ ଭାଷା ବିନ୍ୟାସରେ ପାରଙ୍ଗମ ସିଏ ବଳେ l A wonderful tribute to a gifted talent! Through this comment I express my sincere gratitude and regards to Bharati Apa! Thank you so much sir for sharing..10