ଆସିଥିଲାଫଗୁଣ Poem by Bharati Nayak

ଆସିଥିଲାଫଗୁଣ

Rating: 5.0

ଆସିଥିଲାଫଗୁଣ

କେବେଚୁପିଚୁପି

ବିଭୋର ଆମ୍ବ ବଉଳ ବାସ୍ନାରେ

କୋକିଳର ମୁହୁଃମୁହୁଃତାନ ରେ

ମଳୟ ରହିଲ୍ଲୋଳରେ

ନାଚି ଥିଲାକିହୃଦୟ

ଶୁଣି କାହାର ଅନୁଚ୍ଚାରିତଉଚ୍ଚାରଣ

କାହାର ପଦ ପା ତ ଶୁଭୁଥିଲା ଘଡି ଘଡି

କାହାର ବିଷାଦମୁଖ ମଣ୍ଡଳ

ଶ୍ୟାମଳମେଘସମ

ଛାଇ ଥିଲା କିହୃଦୟରେ

ବର୍ଷି ଯାଉଥିଲାବିନା କାରଣରେ ତୁହା କୁତୁହା

ଉଠୁ ଥିଲାଝଡ

କେବେ କାଳବୈଶାଖୀ ତ , କେବେ

ଉଷ୍ଣଧରଣୀ କୁ , ଶୀତଳ ଧାରାରେ

ଭିଜାଇଦେଉଥିବା ଅସରାଏ ବର୍ଷା.

ମାଟିରବାସ୍ନାରେତନ୍ମୟହୋଇଯାଏଚଉଦିଗ

କଅଁଳିଆ ଘାସରେ ମଣ୍ଡି ଯାଏ ଧରଣୀ

ତରୁରେ ତରୁରେ ଶ୍ୟାମ ଳିମା

ଆକାଶରେକେବେ କେବେଇନ୍ଦ୍ରଧନୁ

କାହାସ୍ୱରକେତେ ବେଳେକାନ୍ଦ କାନ୍ଦ

ଆଖିରେଟୋପାଏ ଲୁହଟ ଳମଳ

ବିନା ଉଚ୍ଚାରଣରେ ସ୍ୱର ଟିଏଶୁଭିଯାଏ

ଶୁଭିଯାଏକାହା ଡାକ

ନିକଟ ରେ ଖୁବ ନିକଟ ରେ

ଅଭୟ ଆଶ୍ୱାସନା ବିଶ୍ୱାସ ରମନ୍ତ୍ର

ଭଲ ପାଇବାରସ୍ୱର

ସମୁଦ୍ର ରଉତ୍ତାଳଲହଡିରେ

ଭାସିଯାଉଥାଏକଣିକାଏବାଲୁକା

ପୁଣିଛିଟିକିଆସୁଥାଏ କୁଳକୁ

ଯିବାଫେରିବା ର କାର୍ଯ୍ୟକ୍ରମ

ନିତ୍ୟ ଲୀଳା ଘଟୁଥାଏପ୍ରତିକ୍ଷଣ

ତ୍ରିକାଳ ଝୁଲି ରହିଥାଏ

ସେହିମୁହୂର୍ତ ରେ .

Wednesday, February 14, 2018
Topic(s) of this poem: love and life
COMMENTS OF THE POEM
Subhas Chandra Chakra 14 February 2018

ବିନା ଉଚ୍ଚାରଣରେ ସ୍ୱର ଟିଏଶୁଭିଯାଏ ଶୁଭିଯାଏକାହା ଡାକ ନିକଟ ରେ ଖୁବ ନିକଟ ରେ ଅଭୟ ଆଶ୍ୱାସନା ବିଶ୍ୱାସ ରମନ୍ତ୍ର ଭଲ ପାଇବାରସ୍ୱର ଏକ ହୃଦୟ ସ୍ପର୍ଶୀ ଓ ଆବେଗପୂର୍ଣ କବିତା- ବହୁତ ଆକର୍ଷଣୀୟ ଶବ୍ଦ ସଜ୍ଜା ସହିତ, ବହୁତ ଧନ୍ୟବାଦ । Thanks for sharing this lovely poem,10+++ ସ୍ନେହାଧୀନ ସୁଭାଷ

1 0 Reply
Dr Dillip K Swain 16 February 2018

ଆସିଥିଲାଫଗୁଣ କେବେଚୁପିଚୁପି ବିଭୋର ଆମ୍ବ ବଉଳ ବାସ୍ନାରେ କୋକିଳର ମୁହୁଃମୁହୁଃତାନ ରେ ମଳୟ ରହିଲ୍ଲୋଳରେ ନାଚି ଥିଲାକିହୃଦୟ………I love the expression! It’s a fascinating poem on ଫଗୁଣ….10

1 0 Reply
Kumarmani Mahakul 19 February 2018

ଅତି ସୁନ୍ଦର ଭାବରେ ଓ ହ୍ରୁଦୟସ୍ପର୍ସୀ ଭାସାରେ ବର୍ଣିତ ହୋଇଛି ଏ ଗୀତ. ଫଗୁଣ ଆସେ ଓ ଜାଏ...ଏ ଭିତରେ ଘଟି ଜାଏ କେତେ ଘଟଣା ଜାହା ଆପଣଙ୍କ କଲମ ମୁନରେ ହୋଇଛି ଜୀବନ୍ତ. .... ଜେପରି ଆପଣ ଲେଖିଛନ୍ତି.... ନିତ୍ୟ ଲୀଳା ଘଟୁଥାଏପ୍ରତିକ୍ଷଣ ତ୍ରିକାଳ ଝୁଲି ରହିଥାଏ ସେହିମୁହୂର୍ତ ରେ.. ଚମତ୍କାର, ଧନ୍ୟବାଦ. Fantastic expression on spring with many events. A marvelous poem in odiya language has been presented touchingly. Thank u a lot for sharing this gem.

1 0 Reply
Sada Bihari Sahu 16 February 2018

ଅତି ସୁନ୍ଦର କବିତା ମାଡମ । ନିକଟ ରେ ଖୁବ ନିକଟ ରେ ଅଭୟ ଆଶ୍ୱାସନା ବିଶ୍ୱାସ ରମନ୍ତ୍ର ଭଲ ପାଇବାରସ୍ୱର ସମୁଦ୍ର ରଉତ୍ତାଳଲହଡିରେ ଭାସିଯାଉଥାଏକଣିକାଏବାଲୁକା ପୁଣିଛିଟିକିଆସୁଥାଏ କୁଳକୁ ଯିବାଫେରିବା ର କାର୍ଯ୍ୟକ୍ରମ ନିତ୍ୟ ଲୀଳା ଘଟୁଥାଏପ୍ରତିକ୍ଷଣ ତ୍ରିକାଳ ଝୁଲି ରହିଥାଏ ସେହିମୁହୂର୍ତ ରେ. ମନ କୁ ଛୁଇଁ ଗଲା । ଧନ୍ୟବାଦ ।

0 0 Reply
Rajendra Rout 23 April 2019

ବିନା ଉଚ୍ଚାରଣରେ ସ୍ୱର ଟିଏଶୁଭିଯାଏ ଶୁଭିଯାଏକାହା ଡାକ ନିକଟ ରେ ଖୁବ ନିକଟ ରେ ଅଭୟ ଆଶ୍ୱାସନା ବିଶ୍ୱାସ ରମନ୍ତ୍ର ଭଲ ପାଇବାରସ୍ୱର So hart touching poem I enjoy this lovely poem 10++++

0 0 Reply
Kumarmani Mahakul 22 August 2018

I like this poem very much as this poem has a special attraction and for which I made second visit to it. The following lines are most impressive having a great theme. ସମୁଦ୍ର ରଉତ୍ତାଳଲହଡିରେ ଭାସିଯାଉଥାଏକଣିକାଏବାଲୁକା ପୁଣିଛିଟିକିଆସୁଥାଏ କୁଳକୁ ଯିବାଫେରିବା ର କାର୍ଯ୍ୟକ୍ରମ ନିତ୍ୟ ଲୀଳା ଘଟୁଥାଏପ୍ରତିକ୍ଷଣ ତ୍ରିକାଳ ଝୁଲି ରହିଥାଏ ସେହିମୁହୂର୍ତ ରେ. Thanks again.

1 0 Reply
Bri Edwards 05 April 2018

i see Kumarmani uses odiya, not Odia. are they the 'same'? i wonder. i suppose so. bri :)

1 0 Reply
Bharati Nayak 06 April 2018

I am glad that you get interested to know more about my language 'Odia'.While speaking, we pronounce it as 'Odiaa'(ଓଡିଆ) ..If we give more stress on 'aa' part, it may sound like 'Odiyaa'..When we are writing in English, both'Odia' and 'Odiya' will be understood as (ଓଡିଆ)

0 0
Dr Dillip K Swain 22 February 2018

ଆକାଶରେକେବେ କେବେଇନ୍ଦ୍ରଧନୁ କାହାସ୍ୱରକେତେ ବେଳେକାନ୍ଦ କାନ୍ଦ ଆଖିରେଟୋପାଏ ଲୁହଟ ଳମଳ ବିନା ଉଚ୍ଚାରଣରେ ସ୍ୱର ଟିଏଶୁଭିଯାଏ ଶୁଭିଯାଏକାହା ଡାକ.............Lovely expression! An excellent poem......10

1 0 Reply
Kumarmani Mahakul 19 February 2018

ଅତି ସୁନ୍ଦର ଭାବରେ ଓ ହ୍ରୁଦୟସ୍ପର୍ସୀ ଭାସାରେ ବର୍ଣିତ ହୋଇଛି ଏ ଗୀତ. ଫଗୁଣ ଆସେ ଓ ଜାଏ...ଏ ଭିତରେ ଘଟି ଜାଏ କେତେ ଘଟଣା ଜାହା ଆପଣଙ୍କ କଲମ ମୁନରେ ହୋଇଛି ଜୀବନ୍ତ. .... ଜେପରି ଆପଣ ଲେଖିଛନ୍ତି.... ନିତ୍ୟ ଲୀଳା ଘଟୁଥାଏପ୍ରତିକ୍ଷଣ ତ୍ରିକାଳ ଝୁଲି ରହିଥାଏ ସେହିମୁହୂର୍ତ ରେ.. ଚମତ୍କାର, ଧନ୍ୟବାଦ. Fantastic expression on spring with many events. A marvelous poem in odiya language has been presented touchingly. Thank u a lot for sharing this gem.

1 0 Reply
READ THIS POEM IN OTHER LANGUAGES
Close
Error Success