ଗୀତାଞ୍ଜଳିର କବିତା-3
ପ୍ରଭୁ, ଜାଣେନା ମୁଁ
କେଉଁ ରୂପେ ଗାଅ ତୁମେ
ତୁମର ସେ ସଂଗୀତ,
ହେଲେ ଶୁଣେ ମୁହିଁ କାନ ଡେରି,
ହୋଇବିସ୍ମିତ ନୀରବ l
ତୁମସଂଗୀତରଆଲୋକେ
ଏ ଧରଣୀଆଲୋକିତ
ସେ ଜୀବନ ସଂଗୀତରନିଃଶ୍ଵାସ
ବ୍ୟାପୃତଆକାଶ ରୁ ମହାକାଶl
ଭାଙ୍ଗି ଦେଇଯେତେସବୁକଠୋର ବାଧା ବିଘ୍ନ
ବୋହି ଚାଲେ ସେ ସଂଗୀତରପ୍ଲାବନ l
ମୋ ହୃଦୟହୁଏଉଛ୍ବସିତ,
ମିଶିବାକୁତୁମସଙ୍ଗୀତରେ
ହେଲେ ଯୁଝୁ ଥାଏମୁହିଁ, ସୁରଟିଏ ପାଇଁ,
କହିବାକୁବସେ
ହେଲେ ଭାଷା ମୋର, ସୁରେ ଫୁଟେ ନାହିଁl
ଅଧୀରଅବେଗେ ତେଣୁ
କାନ୍ଦେ ମୁଁକଇଁକଇଁl
ଆହାପ୍ରଭୁ ମୋର,
କରିଅଛ ମୋ ହୃଦୟବନ୍ଦୀ
ଅନନ୍ତସୁରେ
ତୁମସଂଗୀତର l
ଅନୁବାଦ
@ଭାରତୀ ନାୟକ
12-01-2018
ମୋ ହୃଦୟହୁଏଉଛ୍ବସିତ, ମିଶିବାକୁତୁମସଙ୍ଗୀତରେ ହେଲେ ଯୁଝୁ ଥାଏମୁହିଁ, ସୁରଟିଏ ପାଇଁ, କହିବାକୁବସେ ହେଲେ ଭାଷା ମୋର, ସୁରେ ଫୁଟେ ନାହିଁl ଅଧୀରଅବେଗେ ତେଣୁ କାନ୍ଦେ ମୁଁକଇଁକଇଁl.........ଚମତ୍କାର ଅନୁବାଦ ହୋଇଅଛି ଏହା. Marvelous translation has ben made. The juxtaposition of english is..... My heart longs to join in thy song, but vainly struggles for a voice. I would speak, but speech breaks not into song, and I cry out baffled. Nice translation done. Thanks for sharing.
I am very grateful for your valuable opinion on my Odia translation of poem -3 from Nobel Laureate Rabindranath Tagore 's book 'Gitanjali'. It encourages me to translate more poem from this book.
Thank you Seema Chwdhury and Dr. Dillip Kumar Swain for reading my poem and your appreciation. I have made translation from English version of Gitanjali.As I do not know Bengali, I have not read the original poems written in Bengali language.PLease read the poem No-3 in English at poets' note.
I hope you will post the translation here so I can read them. have a very happy and a blessed New Year.
ମୋ ହୃଦୟହୁଏଉଛ୍ବସିତ, ମିଶିବାକୁତୁମସଙ୍ଗୀତରେ ହେଲେ ଯୁଝୁ ଥାଏମୁହିଁ, ସୁରଟିଏ ପାଇଁ...You are doing a very commendable job! amazing piece of translation!
This poem has not been translated into any other language yet.
I would like to translate this poem
The desire to rejoice the song of nature has been nicely described by the poetess butwho can rejoice the nature. A wonderful poem by Baharati Ji.